Jump to content

ମନ୍ମଥ ମିଶ୍ର

ଉଇକିପିଡ଼ିଆ‌ରୁ
ମନ୍ମଥ ମିଶ୍ର
ଜନ୍ମ
କୁମାରପୁର ଶାସନ, ଆଠଗଡ଼
Alma materଆଠଗଡ଼ ମହାବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପେଷାସଙ୍ଗୀତକାର[୧]
ଜୀବନସାଥୀକ୍ରୀଷ୍ଣା ମିଶ୍ର[୨]
Childrenପ୍ରକୃତି ମିଶ୍ର, ମାନବ
Parentଦିନବନ୍ଧୁ ମିଶ୍ର
ଇନ୍ଦୁପ୍ରଭା

ମନ୍ମଥ ମିଶ୍ର ଓଡ଼ିଆ କଥାଚିତ୍ର ଜଗତ ଓ ଯାତ୍ରା ଜଗତର ଜଣେ ଗୀତିକାର ଓ ସଂଗୀତକାର ।[୩]

ସଙ୍ଗୀତକାର ଜୀବନ

[ସମ୍ପାଦନା]

୧୯୮୩ ମସିହାରେ 'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[୪]

ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]

ସଙ୍ଗୀତ ନିର୍ଦ୍ଦେଶିତ ଯାତ୍ରା

[ସମ୍ପାଦନା]

'ଆଶାର ଆକାଶ' କଥାଚିତ୍ର ପରବର୍ତ୍ତୀ ୪/୫ଟି କଥାଚିତ୍ର ମୁକ୍ତିଲାଭ ନ'କରିବାରୁ ମନ୍ମଥ ଯାତ୍ରା ଜଗତରେ ଗୀତିକାର, ସ୍ୱର ସଂଯୋଜକ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

  • ମୋ ପେଁକାଳି ବଜେଇ ଦେ
  • ଜେଜେ ତମେ ମିଛ କହିଲ
  • ଅଡୁଆ ସୂତା
  1. ↑ Orissa reference: glimpses of Orissa. TechnoCAD Systems. 2001.
  2. ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୩/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 10 May 2019.[permanent dead link]
  3. ↑ "Odia Film producer, music director Manmath Mishra joined the BJD". Orissa Diary. Retrieved 17 September 2016.[permanent dead link]
  4. ↑ "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.

ବାହାର ଲିଙ୍କ

[ସମ୍ପାଦନା]