ମନ୍ମଥ ମିଶ୍ର
Appearance
ମନ୍ମଥ ମିଶ୍ର | |
---|---|
ଜନ୍ମ | କୁମାରପୁର ଶାସନ, ଆଠଗଡ଼ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆଠଗଡ଼ ମହାବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୃତ୍ତି | ସଙ୍ଗୀତକାର[୧] |
ବୈବାହିକ-ସାଥୀ | କ୍ରୀଷ୍ଣା ମିଶ୍ର[୨] |
ସନ୍ତାନ | ପ୍ରକୃତି ମିଶ୍ର, ମାନବ |
ପିତାମାତା | ଦିନବନ୍ଧୁ ମିଶ୍ର ଇନ୍ଦୁପ୍ରଭା |
ମନ୍ମଥ ମିଶ୍ର ଓଡ଼ିଆ କଥାଚିତ୍ର ଜଗତ ଓ ଯାତ୍ରା ଜଗତର ଜଣେ ଗୀତିକାର ଓ ସଂଗୀତକାର ।[୩]
ସଙ୍ଗୀତକାର ଜୀବନ
[ସମ୍ପାଦନା]୧୯୮୩ ମସିହାରେ 'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[୪]
ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ଜୀଅନ୍ତା ଭୂତ, ୨୦୦୮
- ପାଗଳ ପ୍ରେମୀ, ୨୦୦୭
- ଥ୍ୟାଙ୍କ ୟୁ ଭଗବାନ, ୨୦୦୬
- ସାଥୀରେ, ୨୦୦୪
- ସୁନା ହରିଣୀ, ୧୯୯୯
- ଗଙ୍ଗା ଯମୁନା, ୧୯୯୭
- ଆଶାର ଆକାଶ, ୧୯୮୩
- ସୁହାଗ ସିନ୍ଦୂର
- ଗଙ୍ଗା ଯମୁନା
ସଙ୍ଗୀତ ନିର୍ଦ୍ଦେଶିତ ଯାତ୍ରା
[ସମ୍ପାଦନା]'ଆଶାର ଆକାଶ' କଥାଚିତ୍ର ପରବର୍ତ୍ତୀ ୪/୫ଟି କଥାଚିତ୍ର ମୁକ୍ତିଲାଭ ନ'କରିବାରୁ ମନ୍ମଥ ଯାତ୍ରା ଜଗତରେ ଗୀତିକାର, ସ୍ୱର ସଂଯୋଜକ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।
- ମୋ ପେଁକାଳି ବଜେଇ ଦେ
- ଜେଜେ ତମେ ମିଛ କହିଲ
- ଅଡୁଆ ସୂତା
ଆଧାର
[ସମ୍ପାଦନା]- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୩/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 10 May 2019.[permanent dead link]
- ↑ "Odia Film producer, music director Manmath Mishra joined the BJD". Orissa Diary. Retrieved 17 September 2016.[permanent dead link]
- ↑ "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମନ୍ମଥ ମିଶ୍ର