Jump to content

ସୀତା ଲବକୁଶ

ଉଇକିପିଡ଼ିଆ‌ରୁ
ସୀତା ଲବକୁଶ
ନିର୍ଦ୍ଦେଶକଏସ. ଜଗଦିସ୍ ଚଦ୍ର
ପ୍ରଯୋଜକକେ ନାରାୟଣ ରାଓ
ସଂଳାପଉମେଶ ଚନ୍ଦ୍ର ପାଢ଼ୀ
ଚିତ୍ରନାଟ୍ୟଏସ. ଜଗଦିସ୍ ଚଦ୍ର
କଳାକାରଚକ୍ରପାଣୀ ଭଟ୍ଟି, ବାଲକ୍ରିଷ୍ଣା ଦାସ, କାର୍ତ୍ତିକ୍ ଘୋଷ୍, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ରଜନୀ, ରାମକ୍ରିଷ୍ଣା, ରୋଜା ରମଣୀ, ସତ୍ୟଭାମା, ସୁଭାଷ୍
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣ କେ ଏସ୍ ପ୍ରସାଦ
ସମ୍ପାଦକଏସ. ଜଗଦିସ୍ ଚଦ୍ର
ମୁକ୍ତିଲାଭ ତାରିଖ
୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ସୀତା ଲବକୁଶ, ୧୯୮୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କେ. ନାରାୟଣ ରାଓ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ. ଜଗଦିସ୍ ଚଦ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟି ତେଲୁଗୁରୁ ଓଡ଼ିଆକୁ ଅନୁବାଦ କରାଯାଇଥିଲା ।[]

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଚକ୍ରପାଣୀ ଭଟ୍ଟି, ବାଲକ୍ରିଷ୍ଣା ଦାସ, କାର୍ତ୍ତିକ୍ ଘୋଷ୍, ରଜନୀ, ରାମକ୍ରିଷ୍ଣା, ରୋଜା ରମଣୀ, ସତ୍ୟଭାମା, ସୁଭାଷ ଆଦି କଳାକାରମାନେ ଏହି କଥାଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଏସ୍ ଜାନ‌କୀ, ସ୍ୱାଗତିକା ରଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତରଚନାକଣ୍ଠଦାନ
ଶ୍ରୀ ରାଘବାନଏସ୍ ଜାନ‌କୀ, ସ୍ୱାଗତିକା ରଥ
ହାୟେରେ ବିଧାତାପ୍ରଫୁଲ୍ଲ କର
ଜୟ ଜୟ ରାମସ୍ୱାଗତିକା ରଥ
ଆଲୋ ଶୁଣପ୍ରଫୁଲ୍ଲ କର ସ୍ୱାଗତିକା ରଥ
ଅଡ଼ୁଆ ରାମପ୍ରଫୁଲ୍ଲ କର
ଶୁଣ ଶୁଣ ରାମାୟଣ ଗାଥାଏସ୍ ଜାନ‌କୀ, ସ୍ୱାଗତିକା ରଥ
ରାମଂ ଲକ୍ଷଣଂ ପୂର୍ବଜଂପ୍ରଫୁଲ୍ଲ କର
ଶ୍ରୀରାମଙ୍କ ଚରିତ ଶୁଣଏସ୍ ଜାନ‌କୀ, ସ୍ୱାଗତିକା ରଥ
ସ୍ୱପ୍ତ ସ୍ୱରତ ମରୁଧାମପ୍ରଫୁଲ୍ଲ କର
ଜଗତ ମୋହନଏସ୍ ଜାନ‌କୀ, ସ୍ୱାଗତିକା ରଥ
ସନ୍ଦେହ କରଣ ମାଆପ୍ରଫୁଲ୍ଲ କର
ଝରଣା ମାଆ ଲୁହଏସ୍ ଜାନ‌କୀ, ସ୍ୱାଗତିକା ରଥ
  1. "A List of Oriya Films (in alphabetical order)". Retrieved 20 July 2016.
  2. Gokulsing, K. Moti. Routledge Handbook of Indian Cinemas. p. 68. Retrieved 20 July 2016.

ବାହାର ଆଧାର

[ସମ୍ପାଦନା]