ଭୀଷ୍ମ ପ୍ରତିଜ୍ଞା

ଉଇକିପିଡ଼ିଆ ରୁ
Jump to navigation Jump to search
ଭୀଷ୍ମ ପ୍ରତିଜ୍ଞା
ନିର୍ଦ୍ଦେଶକରବି କିନାଗୀ
ପ୍ରଯୋଜକକେଶବ ରାଉତ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ରେଶ୍‌ମା
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୭୮,୯୫,୦୦୦

ରବି କିନାଗୀଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୀଷ୍ମ ପ୍ରତିଜ୍ଞା [୨] ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ଭୀଷ୍ମ ପ୍ରତିଜ୍ଞା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:


ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୧]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ୧.୦ ୧.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  2. ଭୀଷ୍ମ ପ୍ରତିଜ୍ଞା ଇଣ୍ଟରନେଟ ମୁଭି ଡାଟାବେସରେ