Jump to content

ଗଦାଧର ପୁଟୀ

ଉଇକିପିଡ଼ିଆ‌ରୁ
ଗଦାଧର ପୁଟୀ
20°20′6.18″N 85°48′33.49″E / 20.3350500°N 85.8093028°E / 20.3350500; 85.8093028
ଜାତୀୟତା ଭାରତୀୟ
ଶିକ୍ଷାଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା
ଓଡ଼ିଶା ସରକାର
ପ୍ରସିଦ୍ଧିସିନେମା ନିର୍ଦ୍ଦେଶନା
ବୈବାହିକ-ସାଥୀପଦ୍ମିନୀ ପୁଟୀ
ସନ୍ତାନପୀୟୂଷ ପୁଟୀ

ଗଦାଧର ପୁଟୀ ଜଣେ ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ସମ୍ପାଦକ ଓ ନିର୍ଦ୍ଦେଶକ ।

ଗଦାଧର ପୁଟୀ

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଗଦାଧର ଓଡ଼ିଶାର ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ବାଙ୍ଗିରିପୋଷିବାରିପଦାରୁ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପିଲାଦିନରୁ ସେ ସିନେମା ପ୍ରତି ଆଗ୍ରହୀ ଥିଲେ । ସ୍କୁଲରେ ପଢ଼ିବା ସମୟରେ ଦେଖିଥିବା ସାଧନାମଲାଜହ୍ନ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ୧୯୮୨ ମସିହାରେ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ସେ ଦୂରଦର୍ଶନ କେନ୍ଦ୍ରରେ ଚାକିରୀ କରୁଥିଲେ ।[]

କଥାଚିତ୍ର ଜୀବନ

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷଭୂମିକା
ପୂଜା ପାଇଁ ଫୁଲଟିଏ୨୦୦୭ନିର୍ଦ୍ଦେଶକ, ସମ୍ପାଦକ, ଲେଖକ, କାହାଣୀ
ଅ ଆକାରେ ଆ୨୦୦୩ସମ୍ପାଦକ
ଶୂନ୍ୟସ୍ୱରୂପ୧୯୯୭ସମ୍ପାଦକ
ଅନ୍ଧ ଦିଗନ୍ତ୧୯୯୦ସମ୍ପାଦକ
ନିଷିଦ୍ଧ ସ୍ୱପ୍ନ୧୯୮୮ସମ୍ପାଦକ
ଆଶାର ଆକାଶ୧୯୮୩ନିର୍ଦ୍ଦେଶକ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "ପହିଲି ପୁଲକ". No. ରବିବାର ସମ୍ବାଦ ୧୮ ଡିସେମ୍ବର ୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 19 December 2022. Retrieved 19 December 2022.
  2. Little stars stand up for child rights
  3. Much more than just a child actor - Ollywood sensation Akankhya is a chess champion & brilliant student

ବାହାର ଲିଙ୍କ

[ସମ୍ପାଦନା]