ନାଗଫାସ

ଉଇକିପିଡ଼ିଆ‌ରୁ
(ନାଗଫାଶରୁ ଲେଉଟି ଆସିଛି)
ନାଗଫାଶ
ନିର୍ଦ୍ଦେଶକବସନ୍ତ ନାୟକ, ଅକ୍ଷୟ ମହାନ୍ତି
ପ୍ରଯୋଜକବସନ୍ତ ନାୟକ
ଚିତ୍ରନାଟ୍ୟବସନ୍ତ ନାୟକ
କାହାଣୀବସନ୍ତ ମହାପାତ୍ର
କଳାକାରପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ଅନିତା ଦାସ, ବନଜା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୩୦ ଡିସେମ୍ବର୧୯୭୭ [୧]
କଥାଚିତ୍ରର ସମୟ
୧୬୯ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ନାଗଫାସ, ବସନ୍ତ ନାୟକଙ୍କ ପ୍ରଯୋଜନା[୨] ତଥା ବସନ୍ତ ନାୟକ ଓ ଅକ୍ଷୟମହାନ୍ତିଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ[୩] ହୋଇ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । ଏହା 'ବ୍ରଜରାଜ ମୁଭିଜ୍‌'ର ପ୍ରଥମ ଓଡ଼ିଆ କଥାଚିତ୍ର । ଏଥିରେ ବିଭିନ୍ନ ଭୂମିକାରେ ଧୀର ବିଶ୍ୱାଳ, ଶ୍ରୀରାମ ପଣ୍ଡା, ଅନିତା ଦାସ, ପ୍ରଶାନ୍ତ ନନ୍ଦ, ଅନିମା ପେଦିନୀମାଳବିକା ରାୟ ଆଦି ଅଭିନେତା ଅଭିନୟ କରିଥିଲେ ।[୪] ବିଜୟ ମହାନ୍ତି ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ନାଗଫାସ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ[ସମ୍ପାଦନା]

  • ମୋ କୋଳ ତୋ ଝୁଲଣା
  • ଟିକ ଟିକ ଘଣ୍ଟା ଚାଲେ
  • ନାଥ ନାଥ ପ୍ରାଣନାଥ

ଆଧାର[ସମ୍ପାଦନା]

  1. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  2. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  3. ନନ୍ଦ, ପ୍ରଶାନ୍ତ. "ମାନ୍ଦ୍ରାଜରେ ଓଡ଼ିଆ ଫିଲ୍ମ ନିର୍ମାଣର ଧାରା". ନଜର୍ (ନିତିଦିନ). Retrieved 5 September 2016.[permanent dead link]
  4. "ଅତୀତରୁ". Dharitri. Retrieved 5 May 2016.
  5. ନନ୍ଦ, ପ୍ରଶାନ୍ତ. "'ନାଗଫାସ'ରେ ନାୟିକା ସାଜିଲେ ମାଳବିକା ରାୟ". ନଜର୍ (ନିତିଦିନ). Retrieved 5 September 2016.[permanent dead link]
  6. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]