ସହରୀ ବାଘ
Jump to navigation
Jump to search
ସହରୀ ବାଘ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସୀନ |
ପ୍ରଯୋଜକ | ନରେଶ ମାଲହୋତ୍ରା |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ମହମ୍ମଦ ମହସୀନ |
କାହାଣୀ | ମହମ୍ମଦ ମହସୀନ |
କଳାକାର | ଉତ୍ତମ ମହାନ୍ତି, ବିଜୟ ମହାନ୍ତି ଅପରାଜିତା ମହାନ୍ତି, ଦେବୁ ବୋଷ |
ସଙ୍ଗୀତ | ଅକ୍ଷୟ ମହାନ୍ତି, ମହମ୍ମଦ ମୁସୀର |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ, ଏ ସଞ୍ଜିବୀ |
ମୁକ୍ତିଲାଭ ତାରିଖ | ୧ ଅକ୍ଟୋବର ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସହରୀ ବାଘ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।
ସଂକ୍ଷିପ୍ତ କାହାଣୀ[ସମ୍ପାଦନା]
ଏକ ଅନାଥ ଶିଶୁ ଜଗନକୁ ପାଳି ପୋଷି ମଣିଷ କରେ ଜଣେ ବୁଢ଼ୀ ବଡ଼ ହେବାପରେ ଜଗନ (ବିଜୟ ମହାନ୍ତି) ସେହି ଗାଆଁର ଶିକ୍ଷକ (ହେମନ୍ତ ଦାସ)ଙ୍କ ଝିଅ ମୀନୁ (ଅପରାଜିତା)କୁ ମନେ ମନେ ଭଲପାଏ, କିନ୍ତୁ ପ୍ରକାଶ କରେ ନାହିଁ ମୀନୁ ଉପରେ ସେହି ଗାଆଁର ଶିବୁ (ଅସିତ ପତି)ର ଲୋଲୁପ ଦୃଷ୍ଟି ଥାଏ ସେହି ଗାଆଁରେ ନିଯୁକ୍ତି ପାଇଥିବା ଡାକ୍ତର (ଉତ୍ତମ ମହାନ୍ତି) ମଧ୍ୟ ଭଲ ପାଆନ୍ତି ମୀନୁକୁ ଏହି ତ୍ରିକୋଣୀୟ ପ୍ରେମ କାହାଣୀର ପରିଶେଷରେ ଡାକ୍ତର ଓ ମୀନୁଙ୍କର ମିଳନ ହୁଏ
ଅଭିନୟ[ସମ୍ପାଦନା]
- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି[୧]
- ଦେବୁ ବୋଷ[୨]
- ଅଜିତ ଦାସ[୩]
- ହର ପଟ୍ଟନାୟକ
- ରାଇମୋହନ
- ମହମ୍ମଦ ମହସୀନ
- ଜୟୀରାମ ସାମଲ
ଗୀତ[ସମ୍ପାଦନା]
- ରୂପା ଶଗଡ଼ିରେ ସୁନା କନିଆଁ
ଗୀତ ରଚନା[ସମ୍ପାଦନା]
- ଦେବଦାସ ଛୋଟରାୟ, ଶ୍ରୀର୍ଷାନନ୍ଦ, ଅକ୍ଷୟ ମହାନ୍ତି
ଆଧାର[ସମ୍ପାଦନା]
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 4 September 2018. Retrieved 4 September 2018.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.CS1 maint: unrecognized language (link)
ବାହାର ଆଧାର[ସମ୍ପାଦନା]
- ସହରୀ ବାଘ ଇଣ୍ଟରନେଟ ମୁଭି ଡାଟାବେସରେ