ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)
(ଧଉଳି ଏକ୍ସପ୍ରେସ୍ରୁ ଲେଉଟି ଆସିଛି)
ଧଉଳି ଏକ୍ସପ୍ରେସ୍ | |
---|---|
ନିର୍ଦ୍ଦେଶକ | ଚିତ୍ତ ରଞ୍ଜନ ତ୍ରିପାଠୀ[୧] |
ପ୍ରଯୋଜକ | ଚିତ୍ତ ରଞ୍ଜନ ତ୍ରିପାଠୀ |
ସଂଳାପ | ଭରଦ୍ୱାଜ ପଣ୍ଡା (ସଂଳାପ) |
କାହାଣୀ | ଚିତ୍ତ ରଞ୍ଜନ ତ୍ରିପାଠୀ |
କଳାକାର | ସମରେଶ, ସିଦ୍ଧାନ୍ତ ମହାପାତ୍ର, କାଜଲ ମିଶ୍ର, ମିହିର ଦାସ |
ସଙ୍ଗୀତ | ଚିତ୍ତ ରଞ୍ଜନ ତ୍ରିପାଠୀ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୬ ମଇ ୨୦୦୭ [୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ଧଉଳି ଏକ୍ସପ୍ରେସ ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିର୍ମାତା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କଦ୍ୱାରା ନିର୍ମିତ[୩] ଏହି କଥାଚିତ୍ରରେ ସମରେଶ ରାଉତରାୟ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ଅପରାଜିତା ଅଭିନୟ କରିଥିଲେ ।
କାହାଣୀ[ସମ୍ପାଦନା]
ପୋଷ୍ଟମେନ ଥିବା ଦିବାକର ଦାସଙ୍କ ଉଚ୍ଚାଭିଳାଷୀ ପୁତ୍ର ଧଉଳିଙ୍କ କାହାଣୀକୁ ନେଇ ଧଉଳି ଏକ୍ସପ୍ରେସ ନିର୍ମିତ । ଏକ ସଙ୍ଗୀତଜ୍ଞ ହେବା ଲକ୍ଷ୍ୟ ନେଇ ଯାଉଥିବା ଧଉଳି ପରିସ୍ଥିତି କ୍ରମେ ଜଣେ ଅପରାଧୀ ଜଗା ଭାଇଙ୍କ ସହ ପରିଚିତ ହୋଇ ପରେ ଅପରାଧ ଦୁନିଆକୁ ଟାଣି ହେଇ ଯିବା ଏହି ଚିତ୍ରର କାହାଣୀର ମୁଖ୍ୟ କଥାବସ୍ତୁ ।
ପୁରସ୍କାର[ସମ୍ପାଦନା]
ଏହା ୨୦୦୭ରେ ଶ୍ରେଷ୍ଠ କଥାଚିତ୍ର ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ଧଉଳି ଏକ୍ସପ୍ରେସ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର[ସମ୍ପାଦନା]
- ↑ "After Sacred Games, it's a busy year for Odia actor in Bollywood". www.newindianexpress.com/. The New Indian Express. Retrieved 23 May 2020.
- ↑ ଅନୁପମ ଭାରତ, ୧୬ ସେପ୍ଟେମ୍ବର ୨୦୧୧
- ↑ Indian Panorama. Directorate of Film Festivals, Ministry of Information and Broadcasting, Government of India. 2010.
ଅଧିକ ତଥ୍ୟ[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଧଉଳି ଏକ୍ସପ୍ରେସ୍