ଡଲି ଜେନା

ଉଇକିପିଡ଼ିଆ‌ରୁ
(ବିଜୟା ଜେନାରୁ ଲେଉଟି ଆସିଛି)
ଡଲି ଜେନା
ବିଜୟା ଜେନା
ଜନ୍ମ
ବିଜୟା ଜେନା

ବୃତ୍ତି(ସମୂହ)ଅଭିନେତ୍ରୀ
ନିର୍ଦ୍ଦେଶିକା
ପ୍ରଯୋଜିକା
ଲେଖିକା

ଡଲି ଜେନା (ଜନ୍ମନାମ: ବିଜୟା ଜେନା) ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା ଏବଂ ଲେଖିକା । ସେ ଓଡ଼ିଆ ସମେତ, ହିନ୍ଦୀ ଓ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଜନ୍ମସ୍ଥାନ କଟକ । ଜମିଦାର ପରିବାରୁ ଆସି ମଧ୍ୟ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲା । ଡଲି ଜେନା ପୁଣେ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍‌ରୁ (FTI) ସ୍ନାତ୍ତୋକର ହାସଲ କରିଥିଲେ । ହାକିମ୍ ବାବୁ, ଜଗା ବଳିଆ ଭଳି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଜଗା ବଳିଆ ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୩ ଭାଇ-ଭଉଣୀଙ୍କ ମଧ୍ୟରେ ଡଲି ସର୍ବ କନିଷ୍ଠ କନ୍ୟା ଥିଲେ । ଏଫଟିଅାଇରୁ ଅଭିନୟର ବିଧିବଦ୍ଧ ଶିକ୍ଷାଗ୍ରହଣ କରିବା ପରେ ଅଭିନୟ ଜୀବନ ସେ ଅାରମ୍ଭ କରିଥିଲେ । ଅଭିନୟ ବ୍ୟତିତ ଡଲି ଜେନା ଅାଧାତ୍ମିକ ଜଗତରେ ବେଶ ସକ୍ରିୟ ରହିଛନ୍ତି । ଦେଶ ବିଦେଶରେ ଅାୟୋଜିତ ବିଭିନ୍ନ ଅାଧ୍ୟାତ୍ମିକ କ।ର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ସେ ତୁଳାଇଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ସମ୍ମାନ ଓ ସ୍ୱୀକୃତି[ସମ୍ପାଦନା]

  • ଜାତୀୟ ଚଳଚ୍ଚିତ୍ର ସମ୍ମ।ନ (ଶ୍ରେଷ୍ଠ ନିର୍ଦ୍ଦେଶିକା) ତାରା[୨]
  • ରାଜ୍ୟ ଚଳଚ୍ଚିତ୍ର ସମ୍ମାନ (ଶ୍ରେଷ୍ଠ ଅଭିନେତ୍ରୀ) ଜଗା ବଳିଅା[୩]
  1. http://www.nuaodisha.com/eminet_personalities/Dolly-Jena.aspx
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). Retrieved 28 August 2018. {{cite journal}}: Cite journal requires |journal= (help)
  3. http://ollywood-actor-actress.blogspot.in/2009/03/dolly-jena-or-bijaya-jena-born-in.html