ଚକ୍‌ଲେଟ୍‌

ଉଇକିପିଡ଼ିଆ ରୁ
Jump to navigation Jump to search
ଚକ୍‌ଲେଟ୍‌
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକକୁଶ ରଞ୍ଜନ ପଟ୍ଟନାୟକ
କଳାକାରବାବୁସାନ
ଅର୍ଚ୍ଚିତା
ଅପରାଜିତା
ସମରେଶ
ମୁକ୍ତିଲାଭ ତାରିଖ
ଅଗଷ୍ଟ ୨୦୧୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଚକ୍‌ଲେଟ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁଶ ରଞ୍ଜନ ପଟ୍ଟନାୟକ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଅର୍ଚ୍ଚିତା ।[୪] ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ହରିହର ମହାପାତ୍ର, ବିଦୁସ୍ମିତା, ଅଙ୍କିତା ଭୌମିକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଚକ୍‌ଲେଟ୍‌’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. incredibleorissa.com
  2. "Orissa: Babusan, Arachita starrer movie CHOCOLATE to be release on August 4, Orissa Entertainment News". orissadiary.com. Retrieved 16 November 2012. Falcon Movies going to present their second venture CHOCOLATE
  3. movies.fullorissa.com
  4. "ଆଜି ରିଲିଜ୍‌: 'ଅଜବ ସଂଜୁର ଗଜବ ଲଭ୍‌'". Sambad (in Odia). Bhuabneswar. 13 January 2019. Archived from the original on 13 January 2019. Retrieved 13 January 2019.CS1 maint: Unrecognized language (link)
  5. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.

ଅଧିକ ତଥ୍ୟ[ସମ୍ପାଦନା]