ଚକ୍ଲେଟ୍
Jump to navigation
Jump to search
ଚକ୍ଲେଟ୍ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | କୁଶ ରଞ୍ଜନ ପଟ୍ଟନାୟକ |
କଳାକାର | ବାବୁସାନ ଅର୍ଚ୍ଚିତା ଅପରାଜିତା ସମରେଶ |
ମୁକ୍ତିଲାଭ ତାରିଖ | ଅଗଷ୍ଟ ୨୦୧୧[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଚକ୍ଲେଟ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁଶ ରଞ୍ଜନ ପଟ୍ଟନାୟକ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଅର୍ଚ୍ଚିତା ।[୪] ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ହରିହର ମହାପାତ୍ର, ବିଦୁସ୍ମିତା, ଅଙ୍କିତା ଭୌମିକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ଚକ୍ଲେଟ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ବାବୁସାନ[୫]
- ଅର୍ଚ୍ଚିତା ସାହୁ
- ଅପରାଜିତା ମହାନ୍ତି
- ସମରେଶ ରାଉତରାୟ
- ମିହିର ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ହରିହର ମହାପାତ୍ର
- ବିଦୁସ୍ମିତା
- ଅଙ୍କିତା ଭୌମିକ
ଆଧାର[ସମ୍ପାଦନା]
- ↑ incredibleorissa.com
- ↑ "Orissa: Babusan, Arachita starrer movie CHOCOLATE to be release on August 4, Orissa Entertainment News". orissadiary.com. Retrieved 16 November 2012.
Falcon Movies going to present their second venture CHOCOLATE
- ↑ movies.fullorissa.com
- ↑ "ଆଜି ରିଲିଜ୍: 'ଅଜବ ସଂଜୁର ଗଜବ ଲଭ୍'". Sambad (in Odia). Bhuabneswar. 13 January 2019. Archived from the original on 13 January 2019. Retrieved 13 January 2019.CS1 maint: unrecognized language (link)
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
ଅଧିକ ତଥ୍ୟ[ସମ୍ପାଦନା]
- ଚକ୍ଲେଟ୍ ଇଣ୍ଟରନେଟ ମୁଭି ଡାଟାବେସରେ