ଗୃହଲକ୍ଷ୍ମୀ
ଦେଖଣା
ଗୃହଲକ୍ଷ୍ମୀ | |
---|---|
ନିର୍ଦ୍ଦେଶକ | ରାଓ ସି.ଏସ୍.ଆର୍. |
ପ୍ରଯୋଜକ | ନିରମର୍ଥୀ ପଦ୍ମାକ୍ଷୀ |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ପ୍ରଭାକର ରେଡ୍ଡୀ |
କାହାଣୀ | ପ୍ରଭାକର ରେଡ୍ଡୀ |
କଳାକାର | ଶ୍ରୀରାମ ପଣ୍ଡା ମହାଶ୍ୱେତା ରାୟ ଦୁଃଖିରାମ ସ୍ୱାଇଁ ଦେବୁ ବୋଷ ପ୍ରେମାଞ୍ଜନ ପରିଡ଼ା ଜୟୀରାମ ସାମଲ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ପାଚ୍ଚି |
ସମ୍ପାଦକ | ସତ୍ୟ |
ମୁକ୍ତିଲାଭ ତାରିଖ | ୧୯ ଜୁଲାଇ ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୃହଲକ୍ଷ୍ମୀ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରମର୍ଥୀ ପଦ୍ମାକ୍ଷୀ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଭାକର ରେଡ୍ଡୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରାଓ ସି.ଏସ୍.ଆର୍. ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଦେବୁ ବୋଷ, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ଲୀଳା ଦୁଲାଲୀ, ସାମୁଏଲ ସାହୁ, ଗୀତା ରାଓ, ବିରେନ ରାଉତରାୟ, କୁଞ୍ଜଲତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀରାମ ପଣ୍ଡା
- ମହାଶ୍ୱେତା ରାୟ[୧]
- ଦୁଃଖିରାମ ସ୍ୱାଇଁ
- ଦେବୁ ବୋଷ[୨]
- ପ୍ରେମାଞ୍ଜନ ପରିଡ଼ା
- ଜୟୀରାମ ସାମଲ
- ଲୀଳା ଦୁଲାଲୀ
- ସାମୁଏଲ ସାହୁ
- ଗୀତା ରାଓ
- ବିରେନ ରାଉତରାୟ
- କୁଞ୍ଜଲତା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଗୀତା ଦାଶ, ବାଣୀ ଜୟରାମ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୃହଲକ୍ଷ୍ମୀ