Jump to content

ମହମ୍ମଦ ମହସୀନ

ଉଇକିପିଡ଼ିଆ‌ରୁ
ମହମ୍ମଦ ମହସୀନ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ପ୍ରଯୋଜକ, କାହାଣୀକାର
ସନ୍ତାନଅବ୍ରାର[]

ମହମ୍ମଦ ମହସୀନ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନିର୍ଦ୍ଦେଶକ ।[] ମୁମ୍ବାଇରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜାହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ । ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ ଫୁଲ ଚନ୍ଦନ କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ।

କଥାଚିତ୍ର ଜୀବନ

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷଭୂମିକା
ଲକ୍ଷ୍ମୀ ପ୍ରତିମା୨୦୦୭ନିର୍ଦ୍ଦେଶକ
ଧର୍ମ ସହିଲେ ହେଲା୨୦୦୨ନିର୍ଦ୍ଦେଶକ
ବିଧିର ବିଧାନ୧୯୮୯ଅଭିନେତା
ମମତାର ଡୋରି୧୯୮୯ଅଭିନେତା
ଏଇ ତ ଦୁନିଆଁ୧୯୮୭ଅଭିନେତା
ଜଗା ହାତରେ ପଘା୧୯୮୫ପ୍ରଯୋଜକ
ସହରୀ ବାଘ୧୯୮୫ଅଭିନେତା
ଜନନୀ୧୯୮୪ଅଭିନେତା
ଫୁଲ ଚନ୍ଦନ୧୯୮୨ନିର୍ଦ୍ଦେଶକ
ହିସାବ ନିକାଶ୧୯୮୨ଅଭିନେତା
ମା ଓ ମମତା୧୯୮୦ଅଭିନେତା
ନୟା୧୯୭୯ଅଭିନେତା
ବଳିଦାନ୧୯୭୮ଅଭିନେତା
ନାଗଫାଶ୧୯୭୭ଅଭିନେତା
ଶେଷ ଶ୍ରାବଣ୧୯୭୬ଅଭିନେତା

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "BBC World News selects picture of Odia based in Dubai". Bhubaneswar Buzz. Archived from the original on 12 April 2016. Retrieved 26 August 2016.
  2. "ଏହି ସିନେମାରେ ଓଲିଉଡ୍‌ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Archived from the original on 11 September 2017. Retrieved 8 September 2017.
  3. "cinemasagar.com: Orissa State Film Award Winners". Archived from the original on 2012-06-09. Retrieved 2012-02-22.

ଅଧିକ ତଥ୍ୟ

[ସମ୍ପାଦନା]