କନ୍ୟାଦାନ
Appearance
କନ୍ୟାଦାନ | |
---|---|
ନିର୍ଦ୍ଦେଶକ | ଅରୁଣ ମହାନ୍ତି |
ପ୍ରଯୋଜକ | ଅରୁଣ ମହାନ୍ତି, ଧୀରେନ ଦାସ |
ଚିତ୍ରନାଟ୍ୟ | ଅରୁଣ ମହାନ୍ତି |
କାହାଣୀ | ଅରୁଣ ମହାନ୍ତି |
କଳାକାର | ଉତ୍ତମ ମହାନ୍ତି, ଧୀର ବିଶ୍ୱାଳ, ହେମନ୍ତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା |
ସଙ୍ଗୀତ | ଅରୁଣ ମହାନ୍ତି |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୬ ଲକ୍ଷ ୫୦ହଜାର |
ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଅରୁଣ ମହାନ୍ତି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘କନ୍ୟାଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଉତ୍ତମ ମହାନ୍ତି
- ଧୀର ବିଶ୍ୱାଳ
- ହେମନ୍ତ ଦାସ[୩]
- ମିହିର ଦାସ[୪]
- ଜୟୀରାମ ସାମଲ
- ଦୁଃଖୀରାମ ସ୍ୱାଇଁ
- ପ୍ରଦୀପ ତ୍ରିପାଠୀ
- ନରୀ
- ପୁଷ୍ପା ପଣ୍ଡା
- ବୀଣା ମହାରଣା
- ସୋମା ମୁଖାର୍ଜୀ[୫]
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
- ↑ "ଆର୍କାଇଭ୍ କପି". Archived from the original on 2013-10-10. Retrieved 2016-01-21.
{{cite web}}
: Cite has empty unknown parameter:|1=
(help) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଆର୍କାଇଭ୍ କପି". Archived from the original on 2015-09-24. Retrieved 2016-01-21.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କନ୍ୟାଦାନ