ଜୀବନର ଚଲାପଥେ
Appearance
ଜୀବନର ଚଳାପଥେ | |
---|---|
ନିର୍ଦ୍ଦେଶକ | ଦିଲୀପ ମହାନ୍ତି |
ପ୍ରଯୋଜକ | ବର୍ଷାଭାବନା ଖଟୁଆ ଅଦିତି ଦାସ |
ସଂଳାପ | ସୌମ୍ୟକାନ୍ତ ଖଣ୍ଡାୟୀ |
ଚିତ୍ରନାଟ୍ୟ | ଦିଲୀପ ମହାନ୍ତି |
କାହାଣୀ | ସୌମ୍ୟକାନ୍ତ ଖଣ୍ଡାୟୀ |
କଳାକାର | କ୍ରିଷ୍ଣା ପୂଜା ରକି ସୋନି ପଦ୍ମା ବସ୍ତିଆ ସୌଭାଗିନୀ ମହାପାତ୍ର ସୌମ୍ୟକାନ୍ତ ଖଣ୍ଡାୟୀ |
ସଙ୍ଗୀତ | ସୌମ୍ୟକାନ୍ତ ଖଣ୍ଡାୟୀ |
ଚିତ୍ରଗ୍ରହଣ | ଗୋପାଳକୃଷ୍ଣ ସାହୁ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଡିସେମ୍ବର ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜୀବନର ଚଲାପଥେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବର୍ଷାଭାବନା ଖଟୁଆ ଓ ଅଦିତି ଦାସ । ସୌମ୍ୟକାନ୍ତ ଖଣ୍ଡାୟୀ ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ ।[୩] ଦିଲୀପ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
କ୍ରିଷ୍ଣା, ପୂଜା, ରକି, ସୋନି, ପଦ୍ମା ବସ୍ତିଆ, ସୌଭାଗିନୀ ମହାପାତ୍ର, ସୌମ୍ୟକାନ୍ତ ଖଣ୍ଡାୟୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- କ୍ରିଷ୍ଣା
- ପୂଜା
- ରକି
- ସୋନି
- ପଦ୍ମା ବସ୍ତିଆ
- ସୌଭାଗିନୀ ମହାପାତ୍ର
- ସୌମ୍ୟକାନ୍ତ ଖଣ୍ଡାୟୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ସୌମ୍ୟକାନ୍ତ ଖଣ୍ଡାୟୀ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।[୩] ଅଭିଜିତ ମଜୁମଦାର, ଅରବିନ୍ଦ ଦତ୍ତ, ନମିତା ମହାନ୍ତି, ସୌମ୍ୟକାନ୍ତ ଖଣ୍ଡାୟୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମୁଁ ତୁମକୁ" | ସୌମ୍ୟକାନ୍ତ ଖଣ୍ଡାୟୀ | ଅଭିଜିତ ମଜୁମଦାର | |
2. | "ରଜନୀ" | ସୌମ୍ୟକାନ୍ତ ଖଣ୍ଡାୟୀ | ଅରବିନ୍ଦ ଦତ୍ତ, ନମିତା ମହାନ୍ତି | |
3. | "ଦେଖ କେତେ" | ସୌମ୍ୟକାନ୍ତ ଖଣ୍ଡାୟୀ | ସୌମ୍ୟକାନ୍ତ ଖଣ୍ଡାୟୀ | |
4. | "ସପନ ସହର ମୋର" | ସୌମ୍ୟକାନ୍ତ ଖଣ୍ଡାୟୀ | ଅଭିଜିତ ମଜୁମଦାର | |
5. | "କୋଟିକେ ଗୋଟିଏ" | ସୌମ୍ୟକାନ୍ତ ଖଣ୍ଡାୟୀ | ଅରବିନ୍ଦ ଦତ୍ତ, ନମିତା ମହାନ୍ତି | |
6. | "ତାଙ୍କର ଦେଖି" | ସୌମ୍ୟକାନ୍ତ ଖଣ୍ଡାୟୀ | ସୌମ୍ୟକାନ୍ତ ଖଣ୍ଡାୟୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Jibanara Chalapathe Movie: Showtimes, Review, Trailer, Posters, News & Videos | eTimes". timesofindia.indiatimes.com. E Times. Retrieved 28 December 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ ୩.୦ ୩.୧ ୩.୨ "Ollywood Actor Krishna's Upcoming Flick Jibanara Chala Pathe - EnewsOdia.Com". enewsodia.com. E News ଓଡ଼ିଆ. 24 April 2017. Retrieved 28 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୀବନର ଚଲାପଥେ