ପାଗଳ ପ୍ରେମୀ
Appearance
ପାଗଳ ପ୍ରେମୀ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ଏ. ରମେଶ ପ୍ରସାଦ |
ସଂଳାପ | ସୁବୋଧ ପଟ୍ଟନାୟକ |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ପିତା ଚାଟ୍ଟାର୍ଜୀ, ସୁଶାନ୍ତ ଲେଙ୍କା, ସରୋଜ ଦାସ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ନିରଞ୍ଜନ ଦେଶ |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାଗଳ ପ୍ରେମୀ, ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ।[୨][୩]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ପାଗଳ ପ୍ରେମୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସବ୍ୟସାଚୀ ମିଶ୍ର[୪][୫]
- ଅର୍ପିତା ଚାଟ୍ଟାର୍ଜୀ[୬]
- ସୁକାନ୍ତ
- ପ୍ରଦ୍ୟୁମ୍ନ ଲେଙ୍କା
- ଦେବଯାନୀ
- ଆଲୋକ ରାୟ
- ତାପସ ସରଘରିଆ
- ନିରଞ୍ଜନ ପତି
- ସୋନାଲି
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ମନ୍ମଥ ମିଶ୍ର
- ଗୀତିକାର: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
- ପ୍ରଚ୍ଛଦପଟ ଗାୟକ: କୁମାର ବାପି, ଟି. ସୌରି, ତପୁ ମିଶ୍ର, ଟି. ଶ୍ରୀନୁ,
ଟୀକା
[ସମ୍ପାଦନା]- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ ଇଣ୍ଟରନେଟ ମୁଭି ଡାଟାବେସରେ ପାଗଳ ପ୍ରେମୀ
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
- ↑ "ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ". Sambad. ଭୁବନେଶ୍ୱର. 6 October 2022. Archived from the original on 12 October 2022. Retrieved 12 October 2022.