ଆରତୀ
ଦେଖଣା
| ଆରତୀ | |
|---|---|
| ନିର୍ଦ୍ଦେଶକ | ଜେ. ଏଚ୍. ସତ୍ତାର |
| ପ୍ରଯୋଜକ | ନଗେନ ସାହୁ |
| ଚିତ୍ରନାଟ୍ୟ | ଜେ. ଏଚ୍. ସତ୍ତାର |
| କାହାଣୀ | ଜେ. ଏଚ୍. ସତ୍ତାର |
| କଳାକାର | ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅନିତା ଦାସ, ଗୀତା ରାଓ, ତନ୍ଦ୍ରା ରାୟ, ଜୟୀରାମ ସାମଲ |
| ସଙ୍ଗୀତ | ବାସୁଦେବ ରଥ |
| ଚିତ୍ରଗ୍ରହଣ | ଶ୍ରୀନିବାସ ମହାପାତ୍ର |
| ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୧ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଆରତୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜେ. ଏଚ୍. ସତ୍ତାର ଏଇ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି କଥାଚିତ୍ରଟି କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ ।[୨]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଅନିତା ଦାସ
- ତନ୍ଦ୍ରା ରାୟ
- ହେଲେନ
- ସୁବ୍ରତ ମହାପାତ୍ର
- ରାଧା ପଣ୍ଡା
- କମଳ ପଟ୍ଟନାୟକ
- ରାମଚନ୍ଦ୍ର ପ୍ରତିହାରୀ
- ଗୀତା ରାଓ
- ବୀରେନ ରାଉତରାୟ
- ଜୟୀରାମ ସାମଲ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. Retrieved 21 September 2018.
- ↑ "ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ନଗେନ ସାହୁଙ୍କ ଦେହାନ୍ତ: ୪ଟି ପ୍ରସିଦ୍ଧ ଉପନ୍ୟାସକୁ ଚଳଚ୍ଚିତ୍ରର ରୂପ ଦେଇଥିଲେ". ପ୍ରମେୟ (in od-IN). 19 May 2025. p. 15. Archived from the original on 20 May 2025. Retrieved 20 May 2025.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆରତୀ