ଅରିନ୍ଦମ ରାୟ

ଉଇକିପିଡ଼ିଆ‌ରୁ
ଅରିନ୍ଦମ ରାୟ
Arindam Roy.jpg
ଜନ୍ମ ଓ ଜନ୍ମସ୍ଥାନ୧୮ ଅକ୍ଟୋବର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଜୀବିକାକଥାଚିତ୍ର ଅଭିନେତା
କାର୍ଯ୍ୟକାଳ୨୦୦୬-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା

ଅରିନ୍ଦମ ରାୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।

ସିନେମା ଜୀବନ[ସମ୍ପାଦନା]

୨୦୦୬ ମସିହାରେ ପ୍ରେମ ଋତୁ ଆସିଲାରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "'Paribeni Kehi Alaga Kari' releasing today - Odisha Views - Odisha Views". odishaviews.com. 2013. Retrieved 16 January 2013. In the movie Arindam and Priya has done the leading roll

ଅଧିକ ତଥ୍ୟ[ସମ୍ପାଦନା]