ସମ୍ବଲପୁର
ସମ୍ବଲପୁର | |
---|---|
ଜିଲ୍ଲା | |
Nickname: ହସ୍ତତନ୍ତର ସହର | |
Coordinates: 21°28′18″N 83°59′10″E / 21.471562°N 83.986220°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
Area | |
• ସମୁଦାୟ | 89 km2 (34 sq mi) |
Population (2011) | |
• Total | ୨,୬୯,୫୭୫ |
• Rank | ୧୩୩(ଭାରତ) ୪(ଓଡ଼ିଶା) |
• Density | 3,000/km2 (7,800/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଭାଷା | ସମ୍ବଲପୁରୀ, ହିନ୍ଦୀ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପିନ୍ | ୭୬୮ ୦୦୧ |
ଦୁରଭାଷ କୋଡ | ୦୬୬୩ |
ଯାନବାହାନ ପଞ୍ଚୀକରଣ | OD 15 |
ସାକ୍ଷରତା | ୮୫.୬୯% |
Website | www |
ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |
ଭୂଗୋଳ
[ସମ୍ପାଦନା]ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ ଓ କଳା
[ସମ୍ପାଦନା]ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]Sambalpur travel guide from Wikivoyage
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |