ଭାରତର ଜିଲ୍ଲାମାନଙ୍କର ତାଲିକା
Appearance
ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦ୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ।
- ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।
- ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି ।
- Deputy Conservator of Forests, Indian Forest Serviceର କର୍ମଚାରୀ, । ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।
ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ୱାରା ସହାୟିତ ହୁଅନ୍ତି ।
ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଜିଲ୍ଲା ସଂଖ୍ୟା
[ସମ୍ପାଦନା]ସଂଖ୍ୟା | ରାଜ୍ୟର ନାମ | ଜିଲ୍ଲା ସଂଖ୍ୟା |
---|---|---|
1 | ଆନ୍ଧ୍ର ପ୍ରଦେଶ | ୨୩ |
2 | ଅରୁଣାଚଳ ପ୍ରଦେଶ | ୧୬ |
3 | ଆସାମ | ୨୭ |
4 | ବିହାର | ୩୮ |
5 | ଛତିଶଗଡ଼ | ୧୮ |
6 | ଗୋଆ | ୨ |
7 | ଗୁଜରାଟ | ୨୬ |
8 | ହରିଆଣା | ୨୧ |
9 | ହିମାଚଳ ପ୍ରଦେଶ | ୧୨ |
10 | ଜମ୍ମୁ ଓ କଶ୍ମୀର | ୨୨ |
11 | ଝାଡ଼ଖଣ୍ଡ | ୨୪ |
12 | କର୍ଣ୍ଣାଟକ | ୩୦ |
13 | କେରଳ | ୧୪ |
14 | ମଧ୍ୟ ପ୍ରଦେଶ | ୫୦ |
15 | ମହାରାଷ୍ଟ୍ର | ୩୫ |
16 | ମଣିପୁର | ୯ |
17 | ମେଘାଳୟ | ୭ |
18 | ମିଜୋରମ | ୮ |
19 | ନାଗାଲାଣ୍ଡ | ୧୧ |
20 | ଓଡ଼ିଶା | ୩୦ |
21 | ପଞ୍ଜାବ | ୨୨ |
22 | ରାଜସ୍ଥାନ | ୩୩ |
23 | ସିକିମ | ୪ |
24 | ତାମିଲନାଡୁ | ୩୨ |
25 | ତ୍ରିପୁରା | ୪ |
26 | ଉତ୍ତର ପ୍ରଦେଶ | ୭୧ |
27 | ଉତ୍ତରାଖଣ୍ଡ | ୧୩ |
28 | ପଶ୍ଚିମବଙ୍ଗ | ୧୯ |
A | ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ | ୩ |
B | ଚଣ୍ଡୀଗଡ଼ | ୧ |
C | ଦାଦ୍ରା ଓ ନଗର ହବେଳୀ | ୧ |
D | ଡାମନ ଓ ଡିଉ | ୨ |
E | ଲାକ୍ଷାଦ୍ୱୀପ | ୧ |
F | ଦିଲ୍ଲୀ | ୯ |
G | ପୁଡୁଚେରୀ | ୪ |
* | ମୋଟ | 642 |
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- 2001 maps; provides maps of social, economic and demographic data of India in 2001
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |