ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ
Appearance
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ | |
---|---|
ଅବସ୍ଥିତି | ଚିପିଲିମା, ସମ୍ବଲପୁର, ଓଡ଼ିଶା |
ସ୍ଥିତି | ସଚଳ |
ମାଲିକାନା | ଓଡ଼ିଶା ଜଳବିଦ୍ୟୁତ ଶକ୍ତି କର୍ପରେସନ ଲିମିଟେଡ଼, ଭୁବନେଶ୍ୱର[୧] |
ଶକ୍ତି କେନ୍ଦ୍ର ତଥ୍ୟ | |
ପ୍ରାଥମିକ ଜାଳେଣି | ଜଳବିଦ୍ୟୁତ |
ଶକ୍ତି ଉତ୍ପାଦନ ତଥ୍ୟ | |
ସର୍ବାଧିକ କ୍ଷମତା | ୭୫ MW[୨][୩] |
ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP) ଓଡ଼ିଶାର ସମ୍ବଲପୁରର ଚିପିଲିମାଠାରେ ଥିବା ଏକ ଜଳବିଦ୍ୟୁତ କେନ୍ଦ୍ର ।
ଓଡ଼ିଶା ସରକାର ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୫ମ ଓ ୬ଷ୍ଠ ଭାଗ ଓ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP)ର ୩ୟ ଭାଗର ନବୀକରଣ ନିମନ୍ତେ ୧୧ତମ ଭାରତର ପଞ୍ଚବାର୍ଷିକ ଯୋଜନା କାଳରେ ଲକ୍ଷ ରଖିଥିଲେ [୩] ଯାହାର ଫଳ ରୂପେ ଚିପିଲିମା ପ୍ରକଳ୍ପର ୧ମ ଓ ୩ୟ ଭାଗର କାର୍ଯ୍ୟକାଳ ବଢ଼ାଇବା ସହ ନବୀକରଣ ଶେଷ ହୋଇଛି । ଏଥିରୁ ଓ ଓଡ଼ିଶାର ବାକି ଜଳବିଦ୍ୟୁତ କେନ୍ଦ୍ରରୁ ମିଳିତ ଭାବରେ ୨୦୦୫-୦୬ ବର୍ଷରେ ୫୨୩୪ ମିଲିଅନ ଏକକ, ୨୦୦୭-୦୮ରେ ୭୩୫୪ ମିଲିଅନ ଏକକ ଓ ୨୦୦୯ରେ ୭୮୮୩ ମିଲିଅନ ଏକକ ଉତ୍ପାଦନ ହୋଇଛି ।[୩]
ଅବସ୍ଥିତି
[ସମ୍ପାଦନା]ଏହା 21°21′13.03″N 83°55′0.99″E / 21.3536194°N 83.9169417°Eଠାରେ ଅବସ୍ଥିତ । ଏହା ସମ୍ବଲପୁର ସହରଠାରୁ ୩୨.୨ କି.ମି. ଦୂରରେ ଚିପିଲିମାଠାରେ ଜାତୀୟ ରାଜପଥ ୬ ନିକଟରେ ଅବସ୍ଥିତ । ନିକଟତମ ବିମାନଘାଟି ରାଇପୁର, ଛତିଶଗଡ଼ (୨୬୨ କି.ମି.)
ଆଧାର
[ସମ୍ପାଦନା]- Nayak, Ajit. Power struggle Archived 2016-03-04 at the Wayback Machine.. August 4, 2011