ଚୈତନ୍ୟ
ଦେଖଣା
ଶ୍ରୀଚୈତନ୍ୟ | |
---|---|
ଜନ୍ମ | ବିଶ୍ଵମ୍ବର ୧୪୮୪ ନବଦ୍ଵୀପ, ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ, |
ଉପାଧି/ ସମ୍ମାନ | ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଗଭୀର ଭକ୍ତି |
ଦର୍ଶନ | ଭକ୍ତି ଯୋଗ |
ଚୈତନ୍ୟଦେବ (୧୪୮୬-୧୫୩୪) ,ଭାରତରେ ଭକ୍ତିବାଦର ପ୍ରଚାରକମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରେଷ୍ଠ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ଉତ୍କଳୀୟ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଶଚୀ ଦେବୀ ଓ ପିତାଙ୍କ ନାମ ଜଗନ୍ନାଥ ମିଶ୍ର । [୧]ସେ ଅଳ୍ପ ବୟସରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ଚବିଶ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରି ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ ଓ ମହାପ୍ରଣାୟ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ସେ ତାଙ୍କର ଶତ ଶତ ଗୌଡୀ଼ୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାର୍ଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।[୨][୩]
ଆଧାର
ବାହାର ତଥ୍ୟ
- Gaudiya Vaishnavism - The Tradition of Chaitanya
- Krishna.com "All about Krishna." Teachings, history, art, MP3s.
- Bhaktivedanta Book Trust Website containing information about books authored by A. C. Bhaktivedanta Swami Prabhupada
- Sri Chaitanya Mahaprabhu: His Life and Precepts
- The Teachings of Lord Chaitanya Online Book
- Srimad Bhagavatam 11.5.32 A Verse from the Bhagavata Purana, which refers to Chaitanya Mahaprabhu
- Scriptural Statements/Predictions regarding Caitanya Mahaprabhu's birth
- Chaitanya Charitamrta Online Biography
- List of biographical works and other sources
- Golden Volcano — A Tragedy of Separation The Golden Volcano of Divine Love (by Srila B.R. Sridhar Maharaj)
- Lord Gouranga and His Message of Devotion (theosophical.ca)
- Chaitanya Mahaprabhu By Mahashakti Dasa
- Lord Gauranga – biography by Swami Sivananda
- Traditional Sanskrit scholars of Gaudiya Vaishnavism The center in Vrindavan for traditional Sanskrit studies pertaining to Sri Chaitanya Mahaprabhu
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |