ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ
Jump to navigation
Jump to search
ଜଗନ୍ନାଥ ମନ୍ଦିର, ବେଙ୍ଗାଳୁରୁ | |
---|---|
![]() | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 19°48′17″N 85°49′6″E / 19.80472°N 85.81833°ECoordinates: 19°48′17″N 85°49′6″E / 19.80472°N 85.81833°E |
ଦେଶ | ଭାରତ |
ରାଜ୍ୟ | କର୍ଣ୍ଣାଟକ |
ଅବସ୍ଥିତି | ବେଙ୍ଗାଳୁରୁ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ |
Architecture | |
ମନ୍ଦିର ସଂଖ୍ୟା | ୧ |
ଇତିହାସ ଓ ପାଳନ | |
ୱେବସାଇଟ | sjttbangalore.org |
ଏହି ଜଗନ୍ନାଥ ମନ୍ଦିର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ନଗରର ଆଗରାଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଅବସ୍ଥାନ[ସମ୍ପାଦନା]
ଏହା ବେଙ୍ଗାଳୁରୁ ନଗର ଉପକଣ୍ଠରେ ଥିବା ଆଉଟର ରିଙ୍ଗ ରୋଡ଼ରେ 'ଆଗରା'ଠାରେ ୧୨° ୫୫' ୨୬.୫୮" ଉତ୍ତର ଅକ୍ଷାଂଶ ଓ ୭୭° ୩୮' ୫୮.୪୨" ପୂର୍ବ ଦ୍ରାଘିମାରେ ଅବସ୍ଥିତ ।
ପ୍ରମୁଖ ଦେବତା[ସମ୍ପାଦନା]
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ[ସମ୍ପାଦନା]
ଏଠାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
- ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୩୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।[୧]
- ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୨୦୦୬ ମସିହା ଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।[୨]