ଜଗନ୍ନାଥ ମନ୍ଦିର, ବାରିପଦା
Jump to navigation
Jump to search
ଜଗନ୍ନାଥ ମନ୍ଦିର, ବାରିପଦା | |
---|---|
![]() | |
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist. | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 21°55′44.98″N 86°43′23.9″E / 21.9291611°N 86.723306°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଅବସ୍ଥିତି | ବାରିପଦା,ମୟୂରଭଞ୍ଜ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ |
Architecture | |
ମନ୍ଦିର ସଂଖ୍ୟା | ୧ |
ଏହି ଜଗନ୍ନାଥ ମନ୍ଦିର ଓଡ଼ିଶା ରାଜ୍ୟର ବାରିପଦା ନଗରଠାରେ ଅବସ୍ଥିତ ।[୧] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।ଏହି ମନ୍ଦିରର ନିର୍ମାଣ ପଛରେ ଥିବା ଐତିହାସିକ କିମ୍ବଦନ୍ତୀ ଓ ଏଠାରେ ପାଳିତ ହେଉ ଥିବା ପୁରୀ ପରେ ଦ୍ୱିତୀୟ ପୁରାତନ ରଥ ଯାତ୍ରା ପାଇଁ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ ଲାଭ କରିଛି
ଅବସ୍ଥାନ[ସମ୍ପାଦନା]
ପ୍ରମୁଖ ଦେବତା[ସମ୍ପାଦନା]
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ[ସମ୍ପାଦନା]
ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
- ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୨୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
- ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୫୭୫ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।[୨][୩]