ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
(ସଂସାରରୁ ଲେଉଟି ଆସିଛି)
ସଂସାର
ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର) କଥାଚିତ୍ରର ପୋଷ୍ଟର
ନିର୍ଦ୍ଦେଶକଗୌର ଘୋଷପାର୍ବତୀ ଘୋଷ
ପ୍ରଯୋଜକଗୌର ଘୋଷ, ପାର୍ବତୀ ଘୋଷ
ସଂଳାପସାରଦା ପ୍ରସନ୍ନ ନାୟକ
ଚିତ୍ରନାଟ୍ୟସାରଦା ପ୍ରସନ୍ନ ନାୟକ
କାହାଣୀସାରଦା ପ୍ରସନ୍ନ ନାୟକ
କଳାକାରଗୌର ଘୋଷ, ଗୀତା, ଅକ୍ଷୟ ମହାନ୍ତି କାଶ୍ୟପ, ଚପଳା ନାୟକ, ସାମୁଏଲ ସାହୁ (ବାବି)
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୧
ଦେଶଭାରତ
ଭାଷାଓଡ଼ିଆ

ସଂସାର, ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଗୌର ଘୋଷ ଓ ପାର୍ବତୀ ଘୋଷଙ୍କ ମିଳିତ ନିର୍ଦ୍ଦେଶନାରେ ଏହା ନିର୍ମିତ ହେଇଥିଲା । ସାରଦା ପ୍ରସନ୍ନ ନାୟକ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । [୧]

ଅଭିନୟରେ[ସମ୍ପାଦନା]

ସଂସାର କଥାଚିତ୍ରରେ ଅଭିନୟ କରିଥିବା କଳାକାର ହେଲେ:

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "ସଂସାର". ନଜର୍ (ନିତିଦିନ). Retrieved 11 September 2016.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ସଂସାର