ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗନ୍ନାଥ ମନ୍ଦିର, ଦାମନଯୋଡ଼ି
Jagannatha Temple, Damanjodi 04.jpg
ଭୌଗୋଳିକ ଅବସ୍ଥିତି
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କୋରାପୁଟ
ଅବସ୍ଥିତି ଦାମନଯୋଡ଼ି
ପରମ୍ପରା
ମୁଖ୍ୟ ଆରାଧ୍ୟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
ଦାମନଯୋଡ଼ି ଜଗନ୍ନାଥ ମନ୍ଦିରରେ ପୂଜିତ ଦିଅଁ

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ । ମନ୍ଦିରଟି ଦାମନଯୋଡ଼ି ଅଞ୍ଚଳର ନାଲକୋ ବିଭାଗଦ୍ୱାରା ପରିଚାଳିତ । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୂଜିତ ।

ପର୍ବପର୍ବାଣି[ସମ୍ପାଦନା]

ଏହି ମନ୍ଦିରରେ ବର୍ଷରେ ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରାଗୁଡ଼ିକ ପାଳିତ ହୁଏ ।

  • ସ୍ନାନ ଯାତ୍ରା
  • ରଥଯାତ୍ରା
  • ଚନ୍ଦନ ଯାତ୍ରା


ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]