କାଞ୍ଚିପୁରମ
କାଞ୍ଚିପୁରମ | |
---|---|
ସହର | |
Montage image showing temple structures and a weaver Clockwise from top: Kailasanathar temple, Ekambareswarar Temple, Kamakshi Amman Temple, a silk weaver in the city and Varadarajar Perumal Temple | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | କାଞ୍ଚିପୁରମ |
Population (2001) | |
• Total | ୧,୫୨,୯୮୪ |
ଭାଷା | |
• ସରକାରୀ | ତାମିଲ |
Time zone | UTC+5:30 (IST) |
PIN | 631501-631503 |
Telephone code | 044 |
ଯାନବାହାନ ପଞ୍ଚୀକରଣ | TN21 |
Website | kanchi |
କାଞ୍ଚିପୁରମ , ତାମିଲନାଡୁ ରାଜ୍ୟର ଏକ ପ୍ରାଚୀନ ସହର । ହିନ୍ଦୁ ଧର୍ମର ସାତ ପବିତ୍ର ସ୍ଥଳରେ ମଧ୍ୟରେ ଏହା ଅନ୍ୟତମ ।
ଭୂଗୋଳ[ସମ୍ପାଦନା]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଞ୍ଚିପୁରମ ସହରର ମୋଟ ଜନସଂଖ୍ୟା ୯୦୧୩ ।[୧] ସେଥି ମଧ୍ୟରୁ ୪୯.୮୩% ଜଣ ପରୁଷ ହୋଇଥିବା ବେଳେ ୫୦.୧୭% ଜଣ ନାରୀ ଅଟନ୍ତି । କାଞ୍ଚିପୁରମର ସାକ୍ଷରତା ହାର ୭୨.୭୧% । ଏହା ଜାତୀୟ ହାରଠାରୁ ୭.୮୭% ପ୍ରତିଶତ କମ । ସେଥିରୁ ୪୦.୬୪% ପ୍ରତିଶତ ପୁରୁଷ ଓ ୩୨.୦୬% ନାରୀ ଅଟନ୍ତି । ୧୦.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା[ସମ୍ପାଦନା]
ତାମିଲ କାଞ୍ଚିପୁରମର ସରକାରୀ ଭାଷା ।
ଇତିହାସ[ସମ୍ପାଦନା]
ପୌରାଣିକ[ସମ୍ପାଦନା]
ଦର୍ଶନୀୟ ସ୍ଥାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
ବାହାର ତଥ୍ୟ[ସମ୍ପାଦନା]
- Kancheepuram Municipality – municipality.tn.gov.in/kancheepuram/