କାଞ୍ଚିପୁରମ
Appearance
କାଞ୍ଚିପୁରମ | |
---|---|
ସହର | |
Montage image showing temple structures and a weaver | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡୁ |
ଜିଲ୍ଲା | କାଞ୍ଚିପୁରମ |
Population (2001) | |
• Total | ୧,୫୨,୯୮୪ |
ଭାଷା | |
• ସରକାରୀ | ତାମିଲ |
Time zone | UTC+5:30 (IST) |
PIN | 631501-631503 |
Telephone code | 044 |
ଯାନବାହାନ ପଞ୍ଚୀକରଣ | TN21 |
Website | kanchi |
କାଞ୍ଚିପୁରମ , ତାମିଲନାଡୁ ରାଜ୍ୟର ଏକ ପ୍ରାଚୀନ ସହର । ହିନ୍ଦୁ ଧର୍ମର ସାତ ପବିତ୍ର ସ୍ଥଳରେ ମଧ୍ୟରେ ଏହା ଅନ୍ୟତମ ।
ଭୂଗୋଳ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଞ୍ଚିପୁରମ ସହରର ମୋଟ ଜନସଂଖ୍ୟା ୯୦୧୩ ।[୧] ସେଥି ମଧ୍ୟରୁ ୪୯.୮୩% ଜଣ ପରୁଷ ହୋଇଥିବା ବେଳେ ୫୦.୧୭% ଜଣ ନାରୀ ଅଟନ୍ତି । କାଞ୍ଚିପୁରମର ସାକ୍ଷରତା ହାର ୭୨.୭୧% । ଏହା ଜାତୀୟ ହାରଠାରୁ ୭.୮୭% ପ୍ରତିଶତ କମ । ସେଥିରୁ ୪୦.୬୪% ପ୍ରତିଶତ ପୁରୁଷ ଓ ୩୨.୦୬% ନାରୀ ଅଟନ୍ତି । ୧୦.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ତାମିଲ କାଞ୍ଚିପୁରମର ସରକାରୀ ଭାଷା ।
ଇତିହାସ
[ସମ୍ପାଦନା]ପୌରାଣିକ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ତଥ୍ୟ
[ସମ୍ପାଦନା]- Kancheepuram Municipality Archived 2012-01-07 at the Wayback Machine. – municipality.tn.gov.in/kancheepuram/