ରମଣ ମହର୍ଷି
Jump to navigation
Jump to search
ରମଣ ମହର୍ଷି | |
---|---|
![]() ରମଣ ମହର୍ଷି ୬୦ବର୍ଷ ବୟସରେ | |
ଜନ୍ମ | ଭେଙ୍କଟରମଣ ଆୟର ୩୦ ଡିସେମ୍ବର ୧୮୭୯ ତିରୁଚୁଲି |
ମୃତ୍ୟୁ | ୧୪ ଅପ୍ରେଲ ୧୯୫୦ ରମଣ ଆଶ୍ରମ,ଅରୁଣାଚଳ | (ବୟସ ୭୦)
ଦର୍ଶନ | ବେଦାନ୍ତ |
ରମଣ ମହର୍ଷି (ତାମିଲ: ரமண மஹரிஷி)(ଡିସେମ୍ବର ୩୦,୧୮୭୯-ଏପ୍ରିଲ ୧୪,୧୯୫୦), ବିଶିଷ୍ଟ ହିନ୍ଦୁ ଧର୍ମ ଗୁରୁ ଓ ଦାର୍ଶନିକ ଥିଲେ ।
ଆତ୍ମଜିବନୀ[ସମ୍ପାଦନା]
ଶିକ୍ଷା[ସମ୍ପାଦନା]
"ମୁଁ କିଏ" ସାଧନା -
ରମଣ ମହର୍ଷିଙ୍କୁ କୌଣସି ପ୍ରଶ୍ନ ପଚାରିଲେ, ସିଏ ଉତ୍ତର ଦିଅନ୍ତି ଆଉ ଏକ ପ୍ରଶ୍ନ କରି - "କିଏ ଏହି ପ୍ରଶ୍ନ ପଚାରୁଛି ଖୋଜି ଦେଖ" | ତାଙ୍କର ମୂଳ ସାଧନା ପଦ୍ଧତି ହେଲା - "ମୁଁ କିଏ" ପ୍ରଶ୍ନ ମାଧ୍ୟମରେ ବାହ୍ୟ ମନକୁ ଅନ୍ତର୍ମୁଖୀ କରିବା ଏବଂ ଆତ୍ମା ଉପରେ କେନ୍ଦ୍ରୀଭୂତ କରିବା | ଏହିପରି କରୁ କରୁ ମନ ଆତ୍ମାରେ ଲୟ ହେବ ଏବଂ ନିଜେ ଆତ୍ମା ସ୍ୱରୂପ ହୋଇଯିବା |
ଭକ୍ତ - ଧ୍ୟାନ କେମିତି କରିବି ?
ରମଣ ମହର୍ଷି - କିଏ ଧ୍ୟାନ କରିବାକୁ କହୁଛି ? ଏହି ପ୍ରଶ୍ନ ନିଜକୁ ପଚାର |
ଭକ୍ତ - ମୁଁ ଧ୍ୟାନ କରିବାକୁ କହୁଛି ?
ରମଣ ମହର୍ଷି - ମୁଁ କିଏ ? ଏହି ପ୍ରଶ୍ନ ନିଜକୁ ପଚାର |
ଭକ୍ତ ଚୁପ ଏବଂ ଧ୍ୟାନ ମଗ୍ନ |
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ Ramana Maharshi ବାବଦରେ ମାଧ୍ୟମ ରହିଛି । |
![]() |
ଉଇକି କଥାରେ ରମଣ ମହର୍ଷି ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
Ashrams and organisations
- Sri Ramanasasram, India
- Arunachala Ashrama, USA
- Ramana Maharshi Centre for Learning A non-profit societypromoting the heritage and culture of India
Websites on Ramana Maharshi
- Devotion to Sri Ramana Maharshi
- Sri Ramana Maharshi's Meditation Technique for Beginners
- David Godman Organisation
- Sri Ramana Maharshi Mediation cave Gallery
- Advaita.org.uk on Ramana Maharshi
- bhagavan-ramana.org
- Ramana Maharshi Timeline and Places 'Living in the Embrace of Arunachala' blog
Background
- Friesen, J. Glenn (2006), Ramana Maharshi: Hindu and non-Hindu Interpretations of a jivanmukta (PDF)
- Friesen, J. Glenn (2005), Paul Brunton and Ramana Maharshi
- David Godman, Paul Brunton's Background, a critique of Friesen's analysis
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |