ଜଗନ୍ନାଥ ମନ୍ଦିର, କୋରାପୁଟ
Appearance
ଜଗନ୍ନାଥ ମନ୍ଦିର, କୋରାପୁଟ | ||||||
---|---|---|---|---|---|---|
| ||||||
Religion | ||||||
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | |||||
District | କୋରାପୁଟ | |||||
Location | ||||||
ସ୍ଥାନ | କୋରାପୁଟ | |||||
State | ଓଡ଼ିଶା | |||||
Country | ଭାରତ | |||||
Architecture | ||||||
Type | କଳିଙ୍ଗ ସ୍ଥାପତ୍ୟକଳା |
ଜଗନ୍ନାଥ ମନ୍ଦିର (ଶାବର ଶ୍ରୀକ୍ଷେତ୍ର) ଓଡ଼ିଶାର କୋରାପୁଟଠାରେ ଅବସ୍ଥିତ ଏକ ଜଗନ୍ନାଥ ମନ୍ଦିର । ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ଅବସ୍ଥାନ
[ସମ୍ପାଦନା]ପ୍ରମୁଖ ଦେବତା
[ସମ୍ପାଦନା]ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ
[ସମ୍ପାଦନା]ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହୋଇଥାଏ ।
- ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
- ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ପୂର୍ବରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।