ଓଁକାରେଶ୍ୱର
ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ | |
---|---|
Location in Madhya Pradesh | |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 22°14′46″N 76°09′01″E / 22.24611°N 76.15028°ECoordinates: 22°14′46″N 76°09′01″E / 22.24611°N 76.15028°E |
ଦେଶ | ଭାରତ |
ରାଜ୍ୟ | ମଧ୍ୟ ପ୍ରଦେଶ |
ଅବସ୍ଥିତି | ମଧ୍ୟ ପ୍ରଦେଶ, ଭାରତ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଓଁକାରେଶ୍ୱର (ଶିବ) |
ଇତିହାସ ଓ ପାଳନ | |
ୱେବସାଇଟ | http://www.shriomkareshwar.org |
ଓଁକାରେଶ୍ୱର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ।
ବିଷୟସୂଚୀ
କିମ୍ବଦନ୍ତୀ[ସମ୍ପାଦନା]
ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମଲେଶ୍ବର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।
ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ[ସମ୍ପାଦନା]
ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫା[ସମ୍ପାଦନା]
ଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ ।
କେଦାରେଶ୍ୱର ମନ୍ଦିର[ସମ୍ପାଦନା]
ମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି ।
ଓଁକାର ମାନ୍ଧାତା ମନ୍ଦିର[ସମ୍ପାଦନା]
ଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ ।
ଭ୍ରମଣ ସମୟ[ସମ୍ପାଦନା]
ବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ ।
ଗ୍ୟାଲେରୀ[ସମ୍ପାଦନା]
View of Narmada
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ Omkareshwar Temple ବାବଦରେ ମାଧ୍ୟମ ରହିଛି । |
- Official Website
- Jyotirlinga Virtual Darshan
- http://www.templenet.com/Madhya/Omkareshwar.htm
- Omkareshwar and Vindhya Mountain
- http://www.narmada.org/
- Omkareshwar temple and Parikrama
- http://www.omkareshwar.org/
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |