ଜଗନ୍ନାଥ ମନ୍ଦିର, ଚେନ୍ନାଇ
Jump to navigation
Jump to search
ଜଗନ୍ନାଥ ମନ୍ଦିର ଭାରତର ତାମିଲନାଡୁ ରାଜ୍ୟରେ ଥିବା ଚେନ୍ନାଇ ନଗରରେ ଅବସ୍ଥିତ ଏକ ମନ୍ଦିର। ଏହା କାନାତୁର ନାମକ ସ୍ଥାନରେ ସମୁଦ୍ର କୂଳରେ ଅବସ୍ଥିତ। ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ପୂଜା ପାଆନ୍ତି । ପ୍ରତିବର୍ଷ ଏଠି ରଥ ଯାତ୍ରା ମଧ୍ୟ ପାଳନ କରାଯାଏ।