ଜଗନ୍ନାଥ ମନ୍ଦିର, ଚେନ୍ନାଇ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜଗନ୍ନାଥ ମନ୍ଦିର, ଚେନ୍ନାଇ
ଏହି ଲେଖାଟି ଜଗନ୍ନାଥ ମନ୍ଦିର, ଚେନ୍ନାଇ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥ ମନ୍ଦିର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

ଜଗନ୍ନାଥ ମନ୍ଦିର ଭାରତର ତାମିଲନାଡୁ ରାଜ୍ୟରେ ଥିବା ଚେନ୍ନାଇ ନଗରରେ ଅବସ୍ଥିତ ଏକ ମନ୍ଦିର। ଏହା କାନାତୁର ନାମକ ସ୍ଥାନରେ ସମୁଦ୍ର କୂଳରେ ଅବସ୍ଥିତ। ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରସୁଭଦ୍ରା ଦେବୀ ପୂଜା ପାଆନ୍ତି । ପ୍ରତିବର୍ଷ ଏଠି ରଥ ଯାତ୍ରା ମଧ୍ୟ ପାଳନ କରାଯାଏ।

ଛବିସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]