Jump to content

ପୁରାଣ

ଉଇକିପିଡ଼ିଆ‌ରୁ

ପୁରାଣ ୩ପ୍ରକାର ଯଥା ୧. ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ

ମହାପୁରାଣ

[ସମ୍ପାଦନା]
ନାମଶ୍ଲୋକ ସଂଖ୍ୟାପ୍ରଚାରକ ମୁନିପ୍ରଧାନ ବିଷୟ-
ବ୍ରହ୍ମ୧୦,୦୦୦ବ୍ୟାସଶିଷ୍ୟ ଲୋମହର୍ଷଣସୂର୍ଯ୍ୟଦେବ
ପଦ୍ମ୫୫,୦୦୦ଲୋମହର୍ଷଣ ସୁତ ଉଗ୍ରଗ୍ରୀବାସୃଷ୍ଟି ବର୍ଣ୍ଣନା
ବିଷ୍ଣୁ୨୩,୦୦୦ପରାଶରସୃଷ୍ଟିବୃତ୍ତାନ୍ତ ଓ ଇତିହାସ
ଶିବ (ବା ବାୟୁ)୨୪,୦୦୦ସୂତମହାଦେବ
ଭାଗବତ୧୮,୦୦୦ଶୁକବିଷ୍ଣୁ
ନାରଦୀୟ୨୫,୦୦୦ନାରଦବିଷ୍ଣୁ
ମାର୍କଣ୍ଡେୟ୯,୦୦୦ମାର୍କଣ୍ଡେୟଦୁର୍ଗା
ଅଗ୍ନି୧୫,୦୦୦ବ୍ୟାସଶିଷ୍ୟ ସୁତଅବତାର ଓ ରାଜବଂଶାବଳୀ
ଭବିଷ୍ୟ୧୪,୫୦୦ବ୍ୟାସଭବିଷ୍ୟତ ଘଟଣାବଳୀ
ବରାହ୨୪,୦୦୦ବ୍ୟାସବରାହ ଅବତାର
ବ୍ରହ୍ମବୈବର୍ତ୍ତ୧୮,୦୦୦ସୁତଶ୍ରୀକୃଷ୍ଣ
ଲିଙ୍ଗ୧୧,୦୦୦ସୁତମହାଦେବ
ସ୍କନ୍ଧ୮୧,୧୦୦ବ୍ୟାସମହାଦେବ
ବାମନ୧୦,୦୦୦ବ୍ୟାସଶିଷ୍ୟ ଲୋମହର୍ଷଣତ୍ରିବର୍ଣ୍ଣ ଓ ବାମନ ଅବତାର
କୂର୍ମ୧୭,୦୦୦ବ୍ୟାସଚତୁର୍ବର୍ଗ
ମତ୍ସ୍ୟ୧୪,୦୦୦ବ୍ୟାସସୃଷ୍ଟି ବର୍ଣ୍ଣନ
ଗରୁଡ଼୧୯,୦୦୦ବ୍ୟାସଗରୁଡ଼
ବ୍ରହ୍ମାଣ୍ଡ୧୨,୦୦୦ବ୍ୟାସସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ

ଉପପୁରାଣ

[ସମ୍ପାଦନା]
  1. ସନତ୍କୁମାର
  2. ନରସିଂହ
  3. ନାର
  4. ଶୈବଧର୍ମ
  5. ଦୁର୍ବାସା
  6. ନାରଦୀୟ
  7. କପିଳ
  8. ମାନବ
  9. ଔଶନସ
  10. ବ୍ରହ୍ମାଣ୍ଡ
  11. ବାରୁଣ
  12. କାଳିକା
  13. ମାହେଶ୍ୱର
  14. ଶାମ୍ବ
  15. ସୌର
  16. ପରାଶର
  17. ମାରୀଚ
  18. ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)

ଅତିରିକ୍ତ ପୁରାଣ

[ସମ୍ପାଦନା]
  1. ନନ୍ଦିକେଶ୍ୱର
  2. ଶୁକ୍ର
  3. ବଶିଷ୍ଠ
  4. ଭାଗୁରି
  5. ମନୁ
  6. ବାୟୁ
  7. ମାହେଶ
  8. କଳ୍କୀ
  9. ଶୈବ
  10. ଆଦିତ୍ୟ
  11. ଆଦି
  12. ଶମ୍ଭୁ
  13. ବିଶିଷ୍ଟ କୃତ ଲିଙ୍ଗ
  14. ବିଷ୍ଣୁ ଧର୍ମୋତ୍ତର୍
  15. ବୃହଦ୍ଧର୍ମ
  16. ଧର୍ମ
  17. ଗୌରୀ
  18. ନୀଳ
  19. ଗଣେଶ
  20. ଆତ୍ମ
  21. ବିଷ୍ଣୁକେଶରୀ
  22. ଭାଗବତଭୂଷଣ
  23. ଭାଗବତାମୃତ
  24. ଭାଗବତାମୃତସାର
  25. ମହାଭାଗବତ
  26. କାଳୀ
  27. ଦେବୀ
  28. ଭାସ୍ୱର
  29. ପୁରୁଷୋତ୍ତମପ୍ରସାଦ

ଅଧିକ ତଥ୍ୟ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]