Jump to content

ଖଜା

ଉଇକିପିଡ଼ିଆ‌ରୁ
(ଫେଣିରୁ ଲେଉଟି ଆସିଛି)


ଖଜା
ଆରମ୍ଭ
ଅଲଗା ନାଆଁଫେଣି
ମୂଳ ଜାଗାଭାରତ
ଅଞ୍ଚଳପୁରୀ, ଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମ‌ଇଦା, କଳା ଜିରା
ଖଜା

ଖଜା ([[:Media:Or-ଖଜା.oga|kʰɵd͡ʒaː]] ), ଫେଣି [[:Media:Or-ଫେଣି.oga|pʰeɳi]]  ନାମରେ ମଧ୍ୟ ଜଣା) ମ‌ଇଦାରୁ ତିଆରି ଓଡ଼ିଶାର ଏକ ପ୍ରକାର ପିଠା []। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ । ଏହା ଝିଅବିଦା ବେଳେ, ପର୍ବପର୍ବାଣିରେ ଓଡ଼ିଆ ଘରେ ବେଭାର ଭାବରେ ପଠାଯାଇଥାଏ ।

ଉପାଦାନ

[ସମ୍ପାଦନା]

ତିଆରି ପ୍ରଣାଳୀ

[ସମ୍ପାଦନା]

ମ‌ଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ

ଅଧିକ ପଠନ

[ସମ୍ପାଦନା]