ଜାଉ

ଉଇକିପିଡ଼ିଆ‌ରୁ
ଜାଉ

ଜାଉ ଗୋଟିଏ ପାରମ୍ପପରିକ ଓଡ଼ିଆ ଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଆ ଘରେ ପର୍ବ ସମୟରେ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଜାଉ ମୁଖ୍ୟତଃ ମଉଳା ଅମାବାସ୍ୟ ଓ ଶ୍ରାଦ୍ଧ ମାନଙ୍କରେ ପ୍ରସ୍ଥୁତ କରାଜଯାଏ । ଜାଉ ମୁଖ୍ୟତଃ ମାଣ୍ଡିଆ, ଚାଉଳ, ଯବ ଓ ଖୁଦରୁ ତିଆରି କରାଯାଇଥାଏ । ଏହି ଗୁଡିକରୁ ପ୍ରସ୍ଥୁତ ଗୁଣ୍ଡକୁ ପାଣିରେ ସିଝାଯାଏ ଓ ଏଥିରେ ସାଧାରଣତଃ ଗୁଡ଼ ବା ଚିନି ମିଶ୍ରଣ କରାଯାଏ ଓ ସିଦ୍ଧ ହେବା ପରେ ଏହାକୁ ପାଣିଆ ପାଣିଆ ଭାବରେ ଖାଦ୍ୟ ରୁପେ ବ୍ୟବହାର କରାଯାଏ । ଏହା ଯେ କେବଳ ଓଡ଼ିଶା ଖାଦ୍ୟ ରୁପେ ପ୍ରସିଦ୍ଧ ଲାଭ କରିଛି ତାହା ନୁହେଁ । ଏହା ମଧ୍ୟ୍ୟ ପଞ୍ଜାବ, ହରିୟାଣା, ଓ ଉତ୍ତରପ୍ରଦେଶରେ ଖାଦ୍ୟ ରୁପେ ବ୍ୟବହାର ହୋଇଥାଏ, ଯେଉଁଥିରେ କେବଳ ଗୁଡ଼କୁ ସିଦ୍ଧ ବେଳେ ବ୍ୟବହାର କରାଯାଏ ।

ଆଧାର[ସମ୍ପାଦନା]