Jump to content

ଜଗନ୍ନାଥ ବଲ୍ଲଭ

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ବଲ୍ଲଭ
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ଘିଅ, ଚିନି

ଜଗନ୍ନାଥ ବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[]

ଉପାଦାନ

[ସମ୍ପାଦନା]
  • ଅଟା ୧ କିଲୋ
  • ଗୁଆଘିଅ ୫୦୦ଗ୍ରାମ
  • ଚିନି ୫୦୦ ଗ୍ରାମ
  • ଲବଙ୍ଗ ୧୫ ଟା
  • ଅଳେଇଚ ୮ଟା ଓ ଆବଶ୍ୟକ ଅନୁସାରେ ପାଣି[]


  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Archived from the original (PDF) on 28 June 2023. Retrieved 24 June 2023.
  2. ପାଣି, ଅଟା (22 August 2016). ଜଗନ୍ନାଥ ବଲ୍ଲଭ. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୩୦.