ବଡ଼ି ଚୁରା
Appearance
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ବଡ଼ି |
ବଡ଼ି ଚୁରା ଶୁଖିଲା ଚଟଣି ଭଳି ଖାଦ୍ୟ ଯାହା ମୁଖ୍ୟ ଖାଦ୍ୟର ଶାଖା ଭାବରେ ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ପଖାଳ ସହିତ ଖାଆନ୍ତି ।
ସାମଗ୍ରୀ
[ସମ୍ପାଦନା]- ବଡି
- ଏକ ଛୋଟ ପିଆଜ
- ୫ ପାଖୁଡ଼ା ରସୁଣ
- ବଡି ଛାଣିବା ପାଇଁ ତେଲ
- ୧ ଗୋଟି ଲଙ୍କା
- ଲୁଣ ସ୍ୱାଦ ଅନୁସାରେ
ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ବଡିକୁ କଢେଇରେ ଭାଜନ୍ତୁ । ଏହାପରେ ବଡିରୁ ତେଲ ବାହାର କରିଦେଇ ଏହାକୁ ଥଣ୍ଡା ହେବା ପାଇଁ ଦିଅନ୍ତୁ । ଏହାପରେ ସବୁ ବଡ଼ି ସହ ପିଆଜ ଲଙ୍କା ରସୁଣ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଶୀଳ କିମ୍ବା ହେମଦସ୍ତାରେ ଛେଚିଲା ପରେ ବଡ଼ିଚୁରା ପ୍ରସ୍ତୁତ ହୁଏ ।
-
Badi chura
-
Badi chura
ଆଧାର
[ସମ୍ପାଦନା]- [୧] Archived 2017-03-22 at the Wayback Machine.