ଘୁଗୁନି
Jump to navigation
Jump to search
ଘୁଗୁନି ଏକ ପ୍ରକାର ଓଡ଼ିଆ ଖାଦ୍ୟ ı ତେବେ ଭାରତର ବିଭିନ୍ନ ଜାଗାରେ ମଧ୍ୟ ଖିଆଯାଇଥାଏ ı
ପ୍ରଣାଳୀ[ସମ୍ପାଦନା]
୧୦୦ଗ୍ରାମ ମଟରକୁ ୧ ଘଣ୍ଟା ପାଣିରେ ବତୁରେଇ ରଖ ıତା ପରେ ତାକୁ ଶିଝାଇ କିଛି ଛୁଙ୍କ ଦିଅ ıସେଥିରେ ଅଦା,ରସୁଣ ଆଦି ମସଲା ବାଟି ତା ସହିତ ମିଶାଇଦିଅ ı ତାପରେ ସେଥିରେ ବେସନ ୨୦ଗ୍ରାମ୍ ପାଣିରେ ଗୋଳେଇ ତାହାକୁ ସେଥିରେ ମିଶାଇଦିଅ ı୧୦ ମିନିଟ ଫୁଟିଲା ପରେ ଏହାକୁ ତଳକୁ ଓାଇ ଗରମମସଲାଗୁଣ୍ଡ ତା ସହିତ ମିଶାଇଦିଅ ı ଏବେ ଘୁଗୁନି ପ୍ରସ୍ତୁତ ହେଇଗଲା ı
ଆଧାର[ସମ୍ପାଦନା]
- ↑ "Try ghugni instead of chili". The Poughkeepsie Journal. February 2, 2015. Retrieved May 9, 2015.
- ↑ Majumdar, B. (2013). Cooking On The Run. HarperCollins India. ISBN 978-93-5029-945-6.