ସରପୁଳି
ଦେଖଣା
| ଆରମ୍ଭ | |
|---|---|
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | କ୍ଷୀର, ଚିନି |
ସରପୁଳି ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପରେ (୧୨ ଟା୩୦ରୁ ୧ଟା ମଧ୍ୟରେ) ଭୋଗ କରାଯାଇଥାଏ ।[୧]
ଉପଦାନ
[ସମ୍ପାଦନା]- କ୍ଷୀର ୪ ଲିଟର
- ଚିନି ୧୫୦ ଗ୍ରାମ
- ଅଳେଇଚ ଗୁଣ୍ଡ ୧ ଚାମଚ
ପ୍ରସ୍ତୁତି
[ସମ୍ପାଦନା]କ୍ଷୀର ଗରମ କରି ସେଥିରେ ଚିନି ପକେଇ ଚୁଲିରେ ଫୁଟାନ୍ତୁ । କ୍ଷୀର ସର ପଡ଼ିଲେ ସେହି ସରକୁ କ୍ଷୀରରୁ ବାହାର କରି ଅନ୍ୟ ଏକ ପାତ୍ରରେ ରଖି ପୁଣି କ୍ଷୀରକୁ ଚୁଲିରେ ଫୁଟାନ୍ତୁ ।ଏହିପରି ଭାବେ କ୍ଷୀରରୁ ସର ବାହାର କରି ସରକୁ ଉପରକୁ ଉପରକୁ ପରସ୍ତ ପରସ୍ତ କରି ରଖି ଥଣ୍ଡା କରନ୍ତୁ । କ୍ଷୀରରୁ ଏହିପରି ଭାବେ ସର ବାହାର କରୁଥାଆନ୍ତୁ । ଏହି ସରର ମଝିରେ ମଝିରେ ଅଳେଇଚ ଗୁଣ୍ଡ କରି ଛିଞ୍ଚି ଦେଉଥିବେ।କ୍ଷୀରରୁ ଏହିପରି ଭାବରେ ପୁରା ସରର ପରସ୍ତ ବାହାର କରି ଥଣ୍ଡା କରି କାଟି କାଟି ରଖନ୍ତୁ।ଏହାକୁ ସରପୁଳି କୁହାଯାଏ ।
ଆଧାର
[ସମ୍ପାଦନା]- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Archived from the original (PDF) on 28 June 2023. Retrieved 24 June 2023.
- ↑ "ଆର୍କାଇଭ୍ କପି". Archived from the original on 2016-07-06. Retrieved 2016-08-06.
{{cite web}}: Cite has empty unknown parameter:|1=(help)