ବେଲ ପଣା
(ପଣାରୁ ଲେଉଟି ଆସିଛି)
![]() ପଣା | |
ଆରମ୍ଭ | |
---|---|
ମୂଳ ଜାଗା | ![]() |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଥଣ୍ଡା |
ମୂଳ ଉପାଦାନ | ବେଲ, ଦହି, କଦଳୀ, ଗୁଡ଼ |
ବଦଳ | ଛେନା ପଣା |
ବେଲ ପଣା ଓଡ଼ିଶାରେ ପଣା ସଂକ୍ରାନ୍ତିରେ ବେଲରେ ତିଆରି କରାଯାଉଥିବା ଏକ ପାନୀୟ ।
ଉପାଦାନ[ସମ୍ପାଦନା]
ତିଆରି ପ୍ରଣାଳୀ[ସମ୍ପାଦନା]
ବେଲରୁ ଶସ ବାହାର କରି ତାକୁ ଦହି, ଗୁଡ଼, ଛେନା କଦଳୀ ଆଦି ସେଥିରେ ଚକଟି ଏହା ତିଆରି କରାଯାଇଥାଏ ।
ବିଶେଷତା[ସମ୍ପାଦନା]
ଏହା ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ।[୧]