ସନ୍ତୁଳା
ଦେଖଣା
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଆଳୁ, ବାଇଗଣ, କଦଳୀ, ସଜନା ଛୁଇଁ |
ସନ୍ତୁଳା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ପରିବା ତରକାରୀ । ଏହା ମୁଖ୍ୟତଃ ନାନା ପ୍ରକାର ପରିବାକୁ ମିଶାଇ ରନ୍ଧାଯାଇଥାଏ ।[୧]
ଉପାଦାନ
[ସମ୍ପାଦନା]- ବାଇଗଣ
- ଆଳୁ
- ବୋଇତାଳୁ/ ବୋଇତି କଖାରୁ
- ସଜନା ଛୁଇଁ
- ବଡ଼ି
ପ୍ରକାର
[ସମ୍ପାଦନା]- ଭଜା ସନ୍ତୁଳା:
- ଏହା ନାନା ପ୍ରକାର ପରିବାକୁ ମିଶାଯାଇ ସେସବୁକୁ ଭାଜିକରି ତିଆରି କରାଯାଇଥାଏ ।
- ସିଝା ସନ୍ତୁଳା:
- ପରିବାସବୁକୁ ମିଶାଇ ସିଝାଯାଇ ତାହାକୁ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।
- ପାଣି ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ବେଶୀ ଥାଏ । ଏହାକୁ ଭାତ, ଚକୁଳି ଓ ରୁଟି ସହ ଖିଆଯାଏ ।
- ଶୁଖିଲା/କାଦୁଅ ସନ୍ତୁଳା: ଏହା ଏକ ପ୍ରକାରର ସିଝା ସନ୍ତୁଳା । ମାତ୍ର ଏଥିରେ ପାଣି ଅଂଶ ଆଦୌ ନ ଥାଏ । ଏହାକୁ ରୁଟି, ପୁରି ଓ ପରଟା ସହ ଖିଆଯାଏ ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Bharat Ek Bhoj - Times of India Publications
- http://www.oriyanari.com/id2.html#name2
- http://www.vahrehvah.com/Santula:533 Archived 2011-09-05 at the Wayback Machine.
- http://www.odiakitchen.com Archived 2011-05-09 at the Wayback Machine.
- http://food.sify.com/vegrecipes/ingredient/vegetables/carrot/Santula_Oriyagharna-142624 Archived 2016-03-09 at the Wayback Machine.