ସୁହାଣପୁର
ଦେଖଣା
ସୁହାଣପୁର | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ପୁରୀ |
| ପଞ୍ଚାୟତ ସମିତି | କାକଟପୁର |
| ଗ୍ରାମ ପଞ୍ଚାୟତ | ଓଥକା |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୨ ୧୦୮[୧] |
| Area code | +୦୬୭୫୮ |
| ଯାନବାହାନ ପଞ୍ଚୀକରଣ | OD/13 |
ସୁହାଣପୁର ଗାଁ ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କାକଟପୁର ଥାନା ଅଧୀନରେ ଥିବା ଏକ ଗାଆଁ |
ଗମନାଗମନ
[ସମ୍ପାଦନା]ଏହା କାକଟପୁର ନିକଟରେ ଅବସ୍ଥିତ । ଏହା କାକଟପୁରଠାରୁ ୪ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ବିଦ୍ୟାଳୟ
[ସମ୍ପାଦନା]ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁର ଲୋକନାଥ ଶିବ ମନ୍ଦିର, ମଙ୍ଗଳା ମନ୍ଦିର ଓ ଗ୍ରାମଦେବତୀ କୋଚିଲେଇଙ୍କ ପୀଠ ସହ ଗ୍ରାମ ମଧ୍ୟଭାଗରେ ଏକ ମସଜିଦ ଅଛି । ଏଠାରେ ପ୍ରତିବର୍ଷ ଦୋଳ ଦଶହରା, ରମଜାନ ଓ ଇଦ ପର୍ବ ପାଳନ କରାଯାଏ ।