ଦହିବରା-ଆଳୁଦମ
ଏହି ଲେଖାଟି ଦହିବରା-ଆଳୁଦମ ବାବଦରେ । ବାକିସବୁ ପାଇଁ, ଦହିବରା ଓ ଆଳୁ ଦମ ଦେଖନ୍ତୁ ।
![]() ଦହିବରା-ଆଳୁଦମ | |
ଆରମ୍ଭ | |
---|---|
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଦହିବରା, ଆଳୁଦମ, ଘୁଗୁନି, ସେଓ |
ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୧] ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । ଓଡ଼ିଶାର କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ଦହିବରା ବିକ୍ରେତା ।[୨]

କଟକର ଦହିବରା-ଆଳୁଦମ
ଉପାଦାନ[ସମ୍ପାଦନା]
ପ୍ରଣାଳୀ[ସମ୍ପାଦନା]
ଦହିବରାରୁ ପାଣି ନିଗାଡ଼ି ସେଥିରେ ଆଳୁଦମ ମିଶାଯାଇଥାଏ । ତାହା ଉପରେ ଅଳ୍ପ ଘୁଗୁନି, ସେଓ, ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରସାଯାଇଥାଏ ।
ପରଷା[ସମ୍ପାଦନା]
ଏହା ଏକ ଜଳଖିଆ ଭାବରେ ପରସାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୩]ରେ ମଧ୍ୟ ଏହା ପରସାଯାଇଥାଏ ।
ଆଧାର[ସମ୍ପାଦନା]
- ↑ National Youth Festival: Setting International Standard of Event Management
- ↑ "କଟକର ଦହିବରା : ଟ୍ରେଡ୍ ମାର୍କ ପାଲଟିଛନ୍ତି ରଘୁଭାଇ". ଧରିତ୍ରୀ ୩୦/୦୬/୨୦୧୬ ପୃଷ୍ଠା ୧୧. Retrieved 30 June 2016.
- ↑ D’nal Lakshmi Puja pulls more crowds, even outsiders