ବେଲ ପଣା
ଦେଖଣା
ପଣା | |
| ଆରମ୍ଭ | |
|---|---|
| ମୂଳ ଜାଗା | |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ବାଢ଼ିବାର ତାତି | ଥଣ୍ଡା |
| ମୂଳ ଉପାଦାନ | ବେଲ, ଦହି, କଦଳୀ, ଗୁଡ଼ |
| ବଦଳ | ଛେନା ପଣା |
ବେଲ ପଣା ଓଡ଼ିଶାରେ ପଣା ସଂକ୍ରାନ୍ତିରେ ବେଲରେ ତିଆରି କରାଯାଉଥିବା ଏକ ପାନୀୟ ।
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ବେଲରୁ ଶସ ବାହାର କରି ତାକୁ ଦହି, ଗୁଡ଼, ଛେନା କଦଳୀ ଆଦି ସେଥିରେ ଚକଟି ଏହା ତିଆରି କରାଯାଇଥାଏ ।
ବିଶେଷତା
[ସମ୍ପାଦନା]ଏହା ପଣା ସଙ୍କ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ।[୧]