ଚାନ୍ଦୁଆ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଚାନ୍ଦୁଆ ଓଡ଼ିଶାର ଏକ ପୁରାତନ ହସ୍ତକଳା । ଓଡ଼ିଶାର ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।

Pipli Shops.JPG

ପ୍ରକାର[ସମ୍ପାଦନା]

ଜଳପରି ପିପିଲି ଚାନ୍ଦୁଆ।

ପ୍ରସ୍ତୁତି[ସମ୍ପାଦନା]

ଚାନ୍ଦୁଆରେ ଅଙ୍କା ଯାଉଥିବା ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରନ୍ତି । ଏହାପରେ ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି। - [୧] [୨]

ଶ୍ରୀମନ୍ଦିରରେ ଚାନ୍ଦୁଆ[ସମ୍ପାଦନା]

ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ । [୩]

ଆଧାର[ସମ୍ପାଦନା]

  1. "ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ". ଓଡ଼ିଶା ରିପୋର୍ଟର. ୧୪ ଜୁଲାଇ ୨୦୧୫. http://odishareporter.in/jorsarore-chaluchhi-mahaprobhku-chdua-kama/#sthash.5mSlje82.dpuf. Retrieved 2 October 2015. 
  2. "Chandua/Applique Work". odishadiary.tv. Retrieved 2 October 2015. 
  3. ଦାରୁଦିଅଁ, ନବକଳେବର ୨୦୧୫ (୯ ଜୁନ ୨୦୧୫). ମଠେ ମଠେ ଚହଳ... କଟକ: ତଥାଗତ ଶତପଥୀ - ଧରିତ୍ରୀ. pp. ୪୬.  Check date values in: &#୧୨୪;date= (help)