କାକଟପୁର

ଉଇକିପିଡ଼ିଆ‌ରୁ
କାକଟପୁର ମା ମଙ୍ଗଳା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କାକଟପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
ବ୍ଳକକାକଟପୁର
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୯୧୦୮[୧]
Area code+୦୬୭୫୮
ଯାନବାହାନ ପଞ୍ଚୀକରଣOD/୧୩

କାକଟପୁର (English: Kakatpur) ଓଡ଼ିଶାର ପୁରୀ ଜିଲ୍ଲାରେ, ଜିଲ୍ଲା ସଦର ମହକୁମାଠାରୁ ୫୦.୦୦ କି.ମି ଦୁରରେ ଓ ପ୍ରାଚୀ ନଦୀ କୁଳରେ ଅବସ୍ଥିତ ଥିବା ଗୋଟେ ଛୋଟ ସହର। [୨] ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପିଠ ଅଟେ ।[୩] କାକଟପୁର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୬୫.୦୦ କି.ମି. ଦୁରରେ ଓ ପୁରାତନ ରାଜଧାନୀ କଟକଠାରୁ ୭୦.୦୦ କି. ମି. ଦୁରରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

କାକଟପୁର ଓଡ଼ିଶାର ଦକ୍ଷିଣ-ପୂର୍ବ ଉପକୂଳରେ, ବଙ୍ଗୋପସାଗର ଠରୁ ମାତ୍ର ୧୦.୦୦ କି.ମି. ଦୁରରେ, ପୁରୀ ଜିଲ୍ଲାରେ ଅବସ୍ଥିତ । Latitude: 20° 01' 00" N, Longitude: 86° 12' 00" E, Average Elevation : 3 m । [୪] ପ୍ରାଚୀ ନଦୀ ଏହାର ଦକ୍ଷିଣ ପାର୍ଶ୍ୱ ଦେଇ ବହିଯାଇଥିବା ବେଳେ ଦେବୀ ନଦୀ ମାତ୍ର ୩.୦ କି.ମି. ଦୂରରେ ଉତ୍ତର ଦିଗରେ ବହୁଅଛି । Summer Temperature: 36oC max and 27oC min. Winter Temperature: 25oC max and 15oC min. Average Rainfall: 135.23 cm

ଦର୍ଶନୀୟ ସ୍ଥାନ[ସମ୍ପାଦନା]

  1. ମା ମଙ୍ଗଳା ମନ୍ଦିର
  2. ଜାହାନିଆ ପିଠ (୧୧.୦୦ କି.ମି.)
  3. କୋଣାର୍କ[୫] (୨୧.୦୦ କି.ମି.)
  4. ଚନ୍ଦ୍ରଭାଗା (୨୪.୦୦ କି.ମି)
  5. ଗାରୋଇ ଆଶ୍ରମ[୬] (୩୦.୦୦କି.ମି.)
  6. ନିଆଳୀ ମାଧବ ମନ୍ଦିର[୭] (୧୫.୦୦ କି.ମି.)
  7. ରାମଚଣ୍ଡୀ (୨୮.୦୦ କି.ମି.)

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଯାତାୟତ ସୁବିଧା[ସମ୍ପାଦନା]

ବସରେ ଯିବାପାଇଁ:

  • କାକଟପୁର-କଟକ-କାକଟପୁର
  • କାକଟପୁର-ଭୂବନେଶ୍ୱର-କାକଟପୁର
  • କାକଟପୁର-ପୁରୀ-କାକଟପୁର
  • କାକଟପୁର-ପାରାଦୀପ-କାକଟପୁର
  • କାକଟପୁର-କୋଲକାତା (କଲିକତା)-କାକଟପୁର
  • କାକଟପୁର-ରାଉରକେଲା-କାକଟପୁର

କାକଟପୁରଠାରୁ ଦୁରତା:[୮]

ସ୍ଥାନର ନାମ - ଦୁରତା (କି.ମି.)

  • ଭୂବନେଶ୍ୱର - ୬୫.୦୦
  • କଟକ - ୭୦.୦୦
  • ପୁରୀ - ୫୦.୦୦
  • ନିମାପଡା - ୨୧.୦୦
  • କୋଣାର୍କ - ୨୧.୦୦
  • ଜଗତସିଂପୁର - ୫୦.୦୦
  • ଅସ୍ତରଙ୍ଗ - ୦୯.୦୦
  • ପିପିଲି - ୪୪.୦୦
  • ଅଡସପୁର - ୩୭.୦୦
  • ନୀଆଳୀ - ୨୫.୦୦
  • ପାରାଦୀପ - ୯୦.୦୦
  • ରାଉରକେଲା - ୩୬୪.୦୦
  • କୋଲକାତା - ୪୮୭.୦୦

ମନୋରଞ୍ଜନ[ସମ୍ପାଦନା]

କାକଟପୁରରେ ମନୋରଞ୍ଜନର ଅନେକ ସୁବିଧା ଅଛି । ଏଠାରେ ପ୍ରତିବର୍ଷ ଯାତ୍ରା ପ୍ରତୀଯୋଗିତା ଅନୁସ୍ଠିତ ହୋଇଥାଏ, ଯେଉଁଥିରେ ଓଡ଼ିଶାର ପ୍ରତୀସ୍ଠିତ ଯାତ୍ରା ଦଳମାନେ ଭାଗ ନେଇଥାନ୍ତି । ଏଠାରେ ଗୋଟିଏ ପ୍ରେକ୍ଷ୍ୟାଳୟ (English: Cinema Hall) ମଧ୍ୟ ଅଛି, ଯେଉଁଠି ନୂଆ ଓଡ଼ିଆ ସିନେମା ମୁକ୍ତିଲାଭ କରିବା ସହିତ, ନୁଆ ନୁଆ ହିନ୍ଦୀ ସିନେମା ମଧ୍ୟ ଦେଖିବାକୁ ମିଳେ ।

ନିକଟରେ ଥିବା ମନୋରଞ୍ଜନ ଧର୍ମୀ ଅନୁଷ୍ଠାନ:

  • ଶ୍ରୀ ଲକ୍ଷ୍ମୀ ପ୍ରେକ୍ଷ୍ୟାଳୟ, କାକଟପୁର
  • ନୟାହାଟ ପ୍ରେକ୍ଷ୍ୟାଳୟ, ନୟାହାଟ (୬.୦ କି.ମି)
  • ଅସ୍ତରଙ୍ଗ ପ୍ରେକ୍ଷ୍ୟାଳୟ, ଅସ୍ତରଙ୍ଗ (୯.୦ କି.ମି)
  • କୋଣାର୍କ ପ୍ରେକ୍ଷ୍ୟାଳୟ, କୋଣାର୍କ (୨୧.୦ କି.ମି)

କ୍ରୀଡ଼ା[ସମ୍ପାଦନା]

କାକଟପୁରରେ ପ୍ରତିବର୍ଷ "ବାବାଜୀ ସାହୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା" ଅନୁଷ୍ଟିତ ହୋଇଥାଏ । ଏଥିରେ ଓଡ଼ିଶାର ସମସ୍ତ ପ୍ରତିଷ୍ଟିତ କ୍ରିକେଟ କ୍ଳବ ଭାଗ ନେଇଥାନ୍ତି ।

ଜୀବନ ଜୀବିକା[ସମ୍ପାଦନା]

ଏଠି ମୁଖ୍ୟତଃ ଖାଦ୍ୟଶଷ୍ୟ ପାଇଁ ଧାନ ଓ ଅର୍ଥକରୀ ଫଷଲ ହିସାବରେ ପାନ, ଆଖୁ ଇତ୍ୟାଦି ଚାଷ କରାଜାଏ ।

ସ୍ୱାସ୍ଥସେବା[ସମ୍ପାଦନା]

  • କାକଟପୁର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର
  • ଅଗାଧୁ କମଳା ସ୍ୱାସ୍ଥକେନ୍ଦ୍ର (ବେସରକାରୀ)
  • ବାଙ୍ଗୁରିଗାଁ ସାଧାରଣ (Community Health Center) ସ୍ୱାସ୍ଥକେନ୍ଦ୍ର (୮.୦୦ କି.ମି.)

ରାଜନିତୀ ଓ ରାଜନେତା[ସମ୍ପାଦନା]

କାକଟପୁର ନିର୍ବାଚନ ମଣ୍ଡଳୀର ଓଡ଼ିଶା ରାଜନିତୀରେ ପ୍ରମୁଖ ସ୍ଥାନ ରହିଚି । ଏଠାରୁ ନିର୍ବାଚିତ ପ୍ରାଥୀ ଓଡ଼ିଶା ସରକାରରେ ବାରମ୍ବାର ପ୍ରମୁଖ ବିଭାଗରେ(ରାଜ୍ୱସ୍ୱ, ପଞ୍ଚାୟତିରାଜ, କୃଷି ବିଭାଗ ଇତ୍ୟାଦି) ମନ୍ତ୍ରୀ ହୋଇଛନ୍ତି । ଜଥା:

  1. ଶ୍ରୀ ସୁରେନ୍ଦ୍ର ନାଥ ନାୟକ[୯]
  2. ଶ୍ରୀ ବୈକୁଣ୍ଠ ନାଥ ସ୍ୱାଇଁ[୧୦]

ଆଧାର[ସମ୍ପାଦନା]

  1. [୧]
  2. "kakatpur". Archived from the original on 2012-05-14. Retrieved 2012-05-22.
  3. kakatpur
  4. [ http://www.garoiashram.org/english/kakatpur_location.html ]
  5. http://www.onlytravelguide.com/orissa/spiritual/konark-sun-temple.php
  6. [୨]
  7. http://www.onlytravelguide.com/orissa/spiritual/madhava-temple.php
  8. http://distancecalculator.globefeed.com/India_Distance_Calculator.asp?state=21
  9. http://ws.ori.nic.in/ola/1stpage.asp?54[permanent dead link]
  10. http://puri.nic.in/representatives.html