କାକଟପୁର
କାକଟପୁର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ପୁରୀ |
ବ୍ଳକ | କାକଟପୁର |
ଭାଷା | ଓଡ଼ିଆ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୯୧୦୮[୧] |
Area code | +୦୬୭୫୮ |
ଯାନବାହାନ ପଞ୍ଚୀକରଣ | OD-୧୩ |
କାକଟପୁର (English: Kakatpur) ଓଡ଼ିଶାର ପୁରୀ ଜିଲ୍ଲାରେ, ଜିଲ୍ଲା ସଦର ମହକୁମାଠାରୁ ୫୦.୦୦ କି.ମି ଦୁରରେ ଓ ପ୍ରାଚୀ ନଦୀ କୁଳରେ ଅବସ୍ଥିତ ଥିବା ଗୋଟେ ଛୋଟ ସହର। [୨] ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପିଠ ଅଟେ ।[୩] କାକଟପୁର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୬୫.୦୦ କି.ମି. ଦୁରରେ ଓ ପୁରାତନ ରାଜଧାନୀ କଟକଠାରୁ ୭୦.୦୦ କି. ମି. ଦୁରରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଭୂଗୋଳ
[ସମ୍ପାଦନା]କାକଟପୁର ଓଡ଼ିଶାର ଦକ୍ଷିଣ-ପୂର୍ବ ଉପକୂଳରେ, ବଙ୍ଗୋପସାଗର ଠରୁ ମାତ୍ର ୧୦.୦୦ କି.ମି. ଦୁରରେ, ପୁରୀ ଜିଲ୍ଲାରେ ଅବସ୍ଥିତ । Latitude: 20° 01' 00" N, Longitude: 86° 12' 00" E, Average Elevation : 3 m । [୪] ପ୍ରାଚୀ ନଦୀ ଏହାର ଦକ୍ଷିଣ ପାର୍ଶ୍ୱ ଦେଇ ବହିଯାଇଥିବା ବେଳେ ଦେବୀ ନଦୀ ମାତ୍ର ୩.୦ କି.ମି. ଦୂରରେ ଉତ୍ତର ଦିଗରେ ବହୁଅଛି । Summer Temperature: 36oC max and 27oC min. Winter Temperature: 25oC max and 15oC min. Average Rainfall: 135.23 cm
ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ମା ମଙ୍ଗଳା ମନ୍ଦିର
- ଜାହାନିଆ ପୀଠ (୧୧.୦୦ କି.ମି.)
- କୋଣାର୍କ[୫] (୨୧.୦୦ କି.ମି.)
- ଚନ୍ଦ୍ରଭାଗା (୨୪.୦୦ କି.ମି)
- ଗାରୋଇ ଆଶ୍ରମ[୬] (୩୦.୦୦କି.ମି.)
- ନିଆଳୀ ମାଧବ ମନ୍ଦିର[୭] (୧୫.୦୦ କି.ମି.)
- ରାମଚଣ୍ଡୀ (୨୮.୦୦ କି.ମି.)
ଶିକ୍ଷାନୁଷ୍ଠାନ
[ସମ୍ପାଦନା]- ମଙ୍ଗଳା ମହାବିଦ୍ୟାଳୟ
- ମହିଳା ମହାବିଦ୍ୟାଳୟ
- ସରକାରି ବାଳକ ଉଚ୍ଚବିଦ୍ୟାଳୟ
- ସରକାରି ବାଳିକା ଉଚ୍ଚବିଦ୍ୟାଳୟ
- ଧର୍ମପଦ ବୈଷୟିକ ବିଦ୍ୟାଳୟ
ଯାତାୟତ ସୁବିଧା
[ସମ୍ପାଦନା]ବସରେ ଯିବାପାଇଁ:
- କାକଟପୁର-କଟକ-କାକଟପୁର
- କାକଟପୁର-ଭୂବନେଶ୍ୱର-କାକଟପୁର
- କାକଟପୁର-ପୁରୀ-କାକଟପୁର
- କାକଟପୁର-ପାରାଦୀପ-କାକଟପୁର
- କାକଟପୁର-କୋଲକାତା (କଲିକତା)-କାକଟପୁର
- କାକଟପୁର-ରାଉରକେଲା-କାକଟପୁର
କାକଟପୁରଠାରୁ ଦୁରତା:[୮]
ସ୍ଥାନର ନାମ - ଦୁରତା (କି.ମି.)
- ଭୂବନେଶ୍ୱର - ୬୫.୦୦
- କଟକ - ୭୦.୦୦
- ପୁରୀ - ୫୦.୦୦
- ନିମାପଡା - ୨୧.୦୦
- କୋଣାର୍କ - ୨୧.୦୦
- ଜଗତସିଂପୁର - ୫୦.୦୦
- ଅସ୍ତରଙ୍ଗ - ୦୯.୦୦
- ପିପିଲି - ୪୪.୦୦
- ଅଡସପୁର - ୩୭.୦୦
- ନୀଆଳୀ - ୨୫.୦୦
- ପାରାଦୀପ - ୯୦.୦୦
- ରାଉରକେଲା - ୩୬୪.୦୦
- କୋଲକାତା - ୪୮୭.୦୦
ମନୋରଞ୍ଜନ
[ସମ୍ପାଦନା]କାକଟପୁରରେ ମନୋରଞ୍ଜନର ଅନେକ ସୁବିଧା ଅଛି । ଏଠାରେ ପ୍ରତିବର୍ଷ ଯାତ୍ରା ପ୍ରତୀଯୋଗିତା ଅନୁସ୍ଠିତ ହୋଇଥାଏ, ଯେଉଁଥିରେ ଓଡ଼ିଶାର ପ୍ରତୀସ୍ଠିତ ଯାତ୍ରା ଦଳମାନେ ଭାଗ ନେଇଥାନ୍ତି । ଏଠାରେ ଗୋଟିଏ ପ୍ରେକ୍ଷ୍ୟାଳୟ (English: Cinema Hall) ମଧ୍ୟ ଅଛି, ଯେଉଁଠି ନୂଆ ଓଡ଼ିଆ ସିନେମା ମୁକ୍ତିଲାଭ କରିବା ସହିତ, ନୁଆ ନୁଆ ହିନ୍ଦୀ ସିନେମା ମଧ୍ୟ ଦେଖିବାକୁ ମିଳେ ।
ନିକଟରେ ଥିବା ମନୋରଞ୍ଜନ ଧର୍ମୀ ଅନୁଷ୍ଠାନ:
- ଶ୍ରୀ ଲକ୍ଷ୍ମୀ ପ୍ରେକ୍ଷ୍ୟାଳୟ, କାକଟପୁର
- ନୟାହାଟ ପ୍ରେକ୍ଷ୍ୟାଳୟ, ନୟାହାଟ (୬.୦ କି.ମି)
- ଅସ୍ତରଙ୍ଗ ପ୍ରେକ୍ଷ୍ୟାଳୟ, ଅସ୍ତରଙ୍ଗ (୯.୦ କି.ମି)
- କୋଣାର୍କ ପ୍ରେକ୍ଷ୍ୟାଳୟ, କୋଣାର୍କ (୨୧.୦ କି.ମି)
କ୍ରୀଡ଼ା
[ସମ୍ପାଦନା]କାକଟପୁରରେ ପ୍ରତିବର୍ଷ "ବାବାଜୀ ସାହୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା" ଅନୁଷ୍ଟିତ ହୋଇଥାଏ । ଏଥିରେ ଓଡ଼ିଶାର ସମସ୍ତ ପ୍ରତିଷ୍ଟିତ କ୍ରିକେଟ କ୍ଳବ ଭାଗ ନେଇଥାନ୍ତି ।
ଜୀବନ ଜୀବିକା
[ସମ୍ପାଦନା]ଏଠି ମୁଖ୍ୟତଃ ଖାଦ୍ୟଶଷ୍ୟ ପାଇଁ ଧାନ ଓ ଅର୍ଥକରୀ ଫଷଲ ହିସାବରେ ପାନ, ଆଖୁ ଇତ୍ୟାଦି ଚାଷ କରାଜାଏ ।
ସ୍ୱାସ୍ଥସେବା
[ସମ୍ପାଦନା]- କାକଟପୁର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର
- ଅଗାଧୁ କମଳା ସ୍ୱାସ୍ଥକେନ୍ଦ୍ର (ବେସରକାରୀ)
- ବାଙ୍ଗୁରିଗାଁ ସାଧାରଣ (Community Health Center) ସ୍ୱାସ୍ଥକେନ୍ଦ୍ର (୮.୦୦ କି.ମି.)
ରାଜନିତୀ ଓ ରାଜନେତା
[ସମ୍ପାଦନା]କାକଟପୁର ନିର୍ବାଚନ ମଣ୍ଡଳୀର ଓଡ଼ିଶା ରାଜନିତୀରେ ପ୍ରମୁଖ ସ୍ଥାନ ରହିଚି । ଏଠାରୁ ନିର୍ବାଚିତ ପ୍ରାଥୀ ଓଡ଼ିଶା ସରକାରରେ ବାରମ୍ବାର ପ୍ରମୁଖ ବିଭାଗରେ(ରାଜ୍ୱସ୍ୱ, ପଞ୍ଚାୟତିରାଜ, କୃଷି ବିଭାଗ ଇତ୍ୟାଦି) ମନ୍ତ୍ରୀ ହୋଇଛନ୍ତି । ଜଥା:
ଆଧାର
[ସମ୍ପାଦନା]- ↑ [୧]
- ↑ "kakatpur". Archived from the original on 2012-05-14. Retrieved 2012-05-22.
- ↑ kakatpur
- ↑ [ http://www.garoiashram.org/english/kakatpur_location.html ]
- ↑ http://www.onlytravelguide.com/orissa/spiritual/konark-sun-temple.php
- ↑ [୨]
- ↑ http://www.onlytravelguide.com/orissa/spiritual/madhava-temple.php
- ↑ http://distancecalculator.globefeed.com/India_Distance_Calculator.asp?state=21
- ↑ http://ws.ori.nic.in/ola/1stpage.asp?54[permanent dead link]
- ↑ http://puri.nic.in/representatives.html