ମାଛ ଭଜା
ଦେଖଣା
ମାଛ ଭଜା | |
| ପରଷା | Seafood Dish |
|---|---|
| ମୂଳ ସ୍ଥାନ | ଭାରତ |
| ଅଞ୍ଚଳ ବା ରାଜ୍ୟ | ଓଡ଼ିଶା କେରଳ |
| ମୁଖ୍ୟ ଉପାଦାନ | ମାଛ,ମସଲା |
ମାଛ ଭଜା ଏକ ଆମିଷ ଖାଦ୍ୟ। ଏହାକୁ ପଖାଳ ସହିତ ଖାଆନ୍ତି। ମାଛ ଏକ ସ୍ୱସ୍ଥ୍ୟକର ଖାଦ୍ୟ।
ସାମଗ୍ରୀ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ । ଏକ ପାତ୍ରରେ ବେସନ,ଧନିଆ ପତ୍ର,ଚାଉଳ ଅଟା, ଧନିଆ ପତ୍ର, ଲଙ୍କାଗୁଣ୍ଡ,ଲେମ୍ବୁରସ ଏବଂ ଅଦାରସୁଣ ପେସ୍ଟ ପକାଇ ସାରି ମାଛକୁ ଏହା ସହିତ ଭଲ ଭାବେ ମିଶାଇ ରଖନ୍ତୁ । ଏବେ ଏକ କଢେଇରେ ତେଲ ଗରମ କରି ଲଙ୍କା ପକାନ୍ତୁ, ଏହାପରେ ମାଛକୁ ପକାଇ କିଛି ସମୟ ଭାଜନ୍ତୁ। ସବୁ ମାଛ ଖଣ୍ଡ ଭାଜି ସାରିଲା ପରେ ପାତ୍ରରେ ସଜାଇ ପଖାଳ ସହିତ ପରଷନ୍ତୁ।

- Fried Fish
- Fried rohi Fish
- Fried batang fish
ଆଧାର
[ସମ୍ପାଦନା]- Archived 2016-12-05 at the Wayback Machine.