କରଞ୍ଜି

ଉଇକିପିଡ଼ିଆ ରୁ
Jump to navigation Jump to search
କରଞ୍ଜି
Gujhiya.jpg
କରଞ୍ଜି
ବାକି ନାମଗୁଜିଆ
ପ୍ରକାରDumpling
ପରଷାଥାଳିରେ ସଜେଇ ପରସା ଯାଏ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଦକ୍ଷିଣ ଏସିଆ
ମୁଖ୍ୟ ଉପାଦାନସୁଜି, ମଇଦା, ଖୁଆ, ନଡ଼ିଆ
Cookbook: କରଞ୍ଜି at Wikibooks 

କରଞ୍ଜି (ଅନ୍ୟ ନାମ: ଗୁଜିଆ) ଏକ ପ୍ରକାର ଖାଦ୍ୟ ଅଟେ ଯାହା ମଇଦା ଏବଂ ଖୁଆରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଛତିଶଗଡ଼ରେ କୁଶଳୀ[୧] , ମହାରାଷ୍ଟ୍ରରେ ଏବଂ ଓଡ଼ିଶାରେ କରଞ୍ଜି[୨], ବିହାରରେ ପିଡକୀ[୩], ଆନ୍ଧ୍ର ପ୍ରଦେଶ ରେ କଜ୍ଜିକୟାଳୁ[୪], କୁହାଯାଇଥାଏ । ଉତ୍ତର ଭାରତରେ ହୋଲି ତଥା ଦକ୍ଷିଣ ଭାରତରେ ଦୀପାବଳୀ ଅବସରରେ ଘରେ କରଞ୍ଜି (ଗୁଜିଆ) ବନେଇବାର ପରମ୍ପରା ଥାଏ ।[୫] କରଞ୍ଜି ମୁଖ୍ୟ ରୂପେ ଦୁଇପ୍ରକାରରେ ତିଆରି ହୋଇଥାଏ । ପ୍ରଥମଟି ଖୁଆଦ୍ୱାରା ଏବଂ ଦ୍ୱିତୀୟଟି ସୁଜିଦ୍ୱାରା ଭରାହୋଇଥିବା କରଞ୍ଜି (ଗୁଜିଆ) । ଖୁଆ, ଅଳେଇଚ ମିଶା କରଞ୍ଜି ଉପରେ ଚିନି ସିରାର ପରସ୍ତ ଦେଇ ତା ଉପରେ ଚାନ୍ଦି ପେପର ଲଗାଇ ଏକ ନୂଆ ରୂପ ଦିଆଯାଇଥାଏ । ଖୁଆ ସହିତ କେବେ କେବେ ଚଣା, ଅନ୍ୟ ଖାଦ୍ୟ ପଦାର୍ଥ ଯେପରି ଖଜୁର, କାଜୁ ଖିସମିଶର କରଞ୍ଜି ମଧ୍ୟ ପ୍ରସ୍ତୁତ ହୋଇଥାଏ ।

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଛତିଶଗଡ଼ ବ୍ୟଞ୍ଜନ" (HTML). TDIL. Unknown parameter |accessyear= ignored (|access-date= suggested) (help); Unknown parameter |accessmonthday= ignored (help)
  2. "ଗୁଜିଆ". ଲୋଗୋସ ଡିକ୍ସିନାରୀ. Unknown parameter |accessyear= ignored (|access-date= suggested) (help); Unknown parameter |accessmonthday= ignored (help)
  3. "ଗୁଜିଆ ଏବଂ ପୀଡକିୟା". रेसिपी बाज़ार. Unknown parameter |accessyear= ignored (|access-date= suggested) (help); Unknown parameter |accessmonthday= ignored (help)
  4. "Kajjikayalu - Traditional Andhra Sweet" (in ଇଂରାଜୀ). ସାଇଲସ କିଚେନ. Unknown parameter |accessyear= ignored (|access-date= suggested) (help); Unknown parameter |accessmonthday= ignored (help)
  5. "How to make Gujia for diwali" (HTML) (in English). yahoo.com. Unknown parameter |accessyear= ignored (|access-date= suggested) (help); Unknown parameter |accessmonthday= ignored (help)CS1 maint: Unrecognized language (link)