Jump to content

ଛେନା ମାଣ୍ଡୁଆ

ଉଇକିପିଡ଼ିଆ‌ରୁ
ଛେନା ମାଣ୍ଡୁଆ
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛେନା, ଗହମ, ଘିଅ, ଚିନି

ଛେନା ମାଣ୍ଡୁଆ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[][][]

ଉପାଦାନ

[ସମ୍ପାଦନା]

ଛେନା ମାଣ୍ଡୁଆ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[]

  • ଛେନା - ୨ କପ୍
  • ଗହମ ଅଟା - ୧ କପ୍
  • ଅଳେଇଚ ଗୁଣ୍ଡ - ୧/୨ ଚାମଚ
  • ଲବଙ୍ଗ ଗୁଣ୍ଡ - ୧/୨ ଚାମଚ
  • ଖାଇବା କର୍ପୁର - ୧ ଚିମୁଟି
  • ଗୁଣ୍ଡ ଚିନି - ୧ କପ୍
  • ଭାଜିବା ପାଇଁ ଘିଅ
  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Archived from the original (PDF) on 28 June 2023. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Archived from the original (PDF) on 15 July 2024. Retrieved 15 July 2024.
  4. Acko, Team (2024-02-05). "Chhena Mandua". Acko General Insurance (in ଇଂରାଜୀ). Archived from the original on 2024-07-15. Retrieved 2024-07-15.