ରସାବଳି
![]() | |
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | କେନ୍ଦ୍ରାପଡ଼ା, ଓଡ଼ିଶା[୧] |
ମୁଖ୍ୟ ଉପାଦାନ | ଛେନା, କ୍ଷୀର, ଚିନି |
|
ରସାବଳି (Rasābaḷi) ଏହା ଏକ ଖାଣ୍ଟି ଓଡ଼ିଆ ଖାଦ୍ୟ । ରସାବଳି ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ ।[୨]
ଇତିହାସ[ସମ୍ପାଦନା]
ରସାବଳି ମିଠାଟି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ।[୧]
ତିଆରି[ସମ୍ପାଦନା]
ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ।[୩] ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ । [୪]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Mohanty, Gopinath (2003). Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. p. 650. ISBN 9788190276139.
- ↑ Mishra, Miśra, Durga Nandan, Narayan (2007). Annals & Antiquities Of The Temple Of Jagannatha. Sarup & Sons. p. 190. ISBN 9788176257473.
- ↑ "Lajawaab".
- ↑ "Rasabali".
ଅଧିକ ତଥ୍ୟ[ସମ୍ପାଦନା]
![]() | ଏହି ଭାରତର ଖାଦ୍ୟ ସମ୍ବନ୍ଧୀୟ ପ୍ରସଙ୍ଗଟି ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
![]() | ଏହି ଲେଖାଟି ଭାରତର ଚାଷ କାମ ସମ୍ବନ୍ଧରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |