ରସାବଳି

ଉଇକିପିଡ଼ିଆ ରୁ
ରସାବଳି (Rasābaḷi)
ଆରମ୍ଭ
ମୂଳ ସ୍ଥାନ ଭାରତ
ଅଞ୍ଚଳ ବା ରାଜ୍ୟ କେନ୍ଦ୍ରାପଡ଼ା, ଓଡ଼ିଶା[୧]
ଖାଇବା ପ୍ରକାର
ମୁଖ୍ୟ ଉପାଦାନ ଛେନା, କ୍ଷୀର, ଚିନି

ରସାବଳି (Rasābaḷi) ଏହା ଏକ ଖାଣ୍ଟି ଓଡ଼ିଆ ଖାଦ୍ୟ । ରସାବଳି ବଳଦେବଜୀଉ ମନ୍ଦିର ରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିର ରେ ପରସା ଯାଉଥିବା ୫୬ ଭୋଗ ରୁ ଏକ ।[୨]

ଇତିହାସ[ସମ୍ପାଦନା]

ରସାବଳି ମିଠାଟି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ।[୧]

ତିଆରି[ସମ୍ପାଦନା]

ପିଠା ଭଳିଆ ବେଲି ଛେନା କୁ ଗରମ ଘିଅ ରେ ଛଣା ଯାଏ।[୩] ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲି କୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Mohanty, Gopinath (2003). Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. ପୃଷ୍ଠା. 650. ISBN 9788190276139. 
  2. Mishra, Miśra, Durga Nandan, Narayan (2007). Annals & Antiquities Of The Temple Of Jagannatha. Sarup & Sons. ପୃଷ୍ଠା. 190. ISBN 9788176257473. http://books.google.co.in/books?id=WKUkLzqNv64C&lpg=PA134&dq=rasabali&pg=PA134#v=onepage&q=rasabali&f=false. 
  3. "Lajawaab". http://lajawaab.blogspot.com/2007/08/rci-orissa.html. 
  4. "Rasabali". http://vegetarian-restaurants.net/Vegetarian-Recipes/Krishna-Com-Veg-Recipes/RASABALLI.htm. 

ଅଧିକ ତଥ୍ୟ[ସମ୍ପାଦନା]