ଛେନା ଗଜା
ଦେଖଣା
ଛେନାଗଜା | |
| ଆରମ୍ଭ | |
|---|---|
| ଅଲଗା ନାଆଁ | ଛେନାଗଜା |
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଛେନା, ଚିନି, ସୁଜି |
ଛେନାଗଜା ଛେନା ଓ ଚିନି, ସୁଜି (ସେମୋଲିନା)ରୁ ତିଆରି ଏକ ଓଡ଼ିଆ ମିଠା । ଏହା ଛେନା ଓ ଚିନି, ସୁଜିକୁ ମିଶାଇ ଲମ୍ବାଳିଆ ଆକାରର ଗଜା ତିଆରି ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଇଥାଏ । ଭୁବନେଶ୍ୱର ନିକଟରେ ଥିବା ପାହାଳରେ ଭଲ କିସମର ଛେନାଗଜା ମିଳିଥାଏ ।[୧]

ଉପାଦାନ
[ସମ୍ପାଦନା]- ଛେନା
- ଚିନି
- ସୁଜି (ସେମୋଲିନା)
ଆଧାର
[ସମ୍ପାଦନା]- ↑ "The Sweet Bypass On NH5". UpperCrust.