ଓଡ଼ିଆ ଖାଦ୍ୟ
Appearance
(Odia cuisineରୁ ଲେଉଟି ଆସିଛି)
ଓଡ଼ିଆ ଖାଦ୍ୟ ଓଡ଼ିଶାରେ ରନ୍ଧା ଓ ଖିଆଯାଉଥିବା ଖାଦ୍ୟକୁ ବୁଝାଇଥାଏ । ସ୍ଥାନ ଅନୁସାରେ ଖାଦ୍ୟ ତିଆରିରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।
ସାଧାରଣ ଓଡ଼ିଆ ରାନ୍ଧଣା
[ସମ୍ପାଦନା]ଚାଉଳ ତିଆରି
[ସମ୍ପାଦନା]- ଚୁଡ଼ା
- ଭାତ ବା ଅନ୍ନ
- କାନିକା
- ଖେଚୁଡ଼ି ବା ଖେଚେଡ଼ି
- ପଲଉ
- ପଞ୍ଚ ପଲଉ
- ପଣସ ପଲଉ
- ଫୁଲକୋବି ପଲଉ
- ମୁଢ଼ି ବା ଭୁଜା
- ନଡ଼ିଆ ଖେଚୁଡ଼ି
ଡାଲି ଓ ଅନ୍ୟ ଶସ୍ୟ ତିଆରି
[ସମ୍ପାଦନା]ତରକାରୀ
[ସମ୍ପାଦନା]ନିରାମିଷ
[ସମ୍ପାଦନା]- ପୋଟଳ ଆଳୁ କସା
- ମିଲମିକର ତରକାରୀ
- କୋବି କସା
- ଆଳୁ ଦମ
- ଆଳୁ ଭଜା
- ଆଳୁ ଫୁଲକୋବି ଭଜା
- ବେସର
- ବଡ଼ି ଚୁରା
- ଶାଗ
- ଚଡ଼ ଚଡ଼ି
- ଚେଞ୍ଚେଡ଼ା
- ପୋସ୍ତ ତରକାରୀ
- ପଣସ କଠା ତରକାରୀ
- ଦହି ବାଇଗଣ
- ଘାଣ୍ଟ
- କଞ୍ଚା କଦଳୀ ବରା ଝୋଳ
- କଦଳୀ ଭଣ୍ଡା ରାଇ
- କଖାରୁ ଫୁଲ ଭଜା
- ଖଟା
- ଦହିବୁନ୍ଦି
- ଦହିବରା
- ଗାଜର ହାଲୁଆ
- ସନ୍ତୁଳା
- ପତୁଆ
- ଛେନା ତରକାରୀ ବା ପନୀର ତରକାରୀ
- ପିଆଜ ଶଣ୍ଢା, ଟମାଟୋ, ଆଳୁ ତରକାରୀ
- ଶିମ୍ବ, ଧଣିଆ ଶାଗ ତରକାରୀ
- ବନ୍ଧାକୋବି ବେସନ ତରକାରୀ
- ପଣସ ପକୁଡ଼ି ତରକାରୀ
- ସିମଳାଲଙ୍କା ତରକାରୀ
- ଚିଲି କୋପ୍ତା
- କାଙ୍କଡ଼ ଚଡ଼ଚଡ଼ି
- ସଜନାଫୁଲ ପୋସ୍ତକ ରାଇ
- ଜହ୍ନି ରାଇ
ଆମିଷ
[ସମ୍ପାଦନା]ଭଜା
[ସମ୍ପାଦନା]ତେଲରେ ଭଜା ରନ୍ଧା ଭଜା ନାମରେ ଜଣା । ଭଜା ମଧ୍ୟରେ ପରିବା, ମାଛ, ଶାଗ ଆଦି ଭଜା ଅନ୍ୟତମ । ପରିବା, ପିଆଜ ପଞ୍ଚଫୁଟଣ ଆଦି ଦେଇ ଭଜାଯାଇଥାଏ ।ଆଳୁ-କଲରା, ଆଳୁ-ପୋଟଳ, ଜହ୍ନି-ଆଳୁ, ବିଲାତି ବାଇଗଣ ଫେରି ଭଜା ଆଦି ଭଜାର ଉଦାହରଣ ଗୋଟା ଭଜା ଯଥା କଲରା, ଭେଣ୍ଡି ଆଦିରେ ପରିବାକୁ ଚିରି ବିଭିନ୍ନ ମସଲାର ପୂର ଦେଇ ତିଆରି କରାଯାଏ । ପରିବା ଛଡ଼ା ବାଉଁଶ କରଡ଼ି ଭଜା, ଶାଗ ଭଜା ଓ ମାଛ ଭଜା ମଧ୍ୟ ଓଡ଼ିଶାରେ ରନ୍ଧାଯାଇଥାଏ ।
ତେଲ ଭଜା
[ସମ୍ପାଦନା]ନିରାମିଷ
[ସମ୍ପାଦନା]ଆମିଷ
[ସମ୍ପାଦନା]ଚଟଣୀ
[ସମ୍ପାଦନା]ପଣା ଓ ସର୍ବତ
[ସମ୍ପାଦନା]ଚଟଣୀ
[ସମ୍ପାଦନା]ପିଠା ଓ ମିଠା
[ସମ୍ପାଦନା]ପିଠା
[ସମ୍ପାଦନା]ମିଠା
[ସମ୍ପାଦନା]ଆଚାର
[ସମ୍ପାଦନା]ଓଡ଼ିଶାର ଜିଲ୍ଲାମାନଙ୍କରେ ଜଣାଶୁଣା ଖାଦ୍ୟ
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- Banerjee, Soity. "Food Yatra, A taste of the familiar and the eccentric in orissa's capital". Outlook Traveller (in English). Bhubaneswar: The Outlook Group. Archived from the original on 2011-08-11.
{{cite news}}
: Check|authorlink=
value (help); Cite has empty unknown parameter:|pmd=
(help); External link in
(help); More than one of|authorlink=
|author=
and|last=
specified (help)CS1 maint: unrecognized language (link)