ଚିଙ୍ଗୁଡ଼ି ପକଡା
ଦେଖଣା
| ପ୍ରକାର | Fritter |
|---|---|
| ପରଷା | Appetizer or snack |
| ମୂଳ ସ୍ଥାନ | India |
| ଅଞ୍ଚଳ ବା ରାଜ୍ୟ | Indian subcontinent |
| ମୁଖ୍ୟ ଉପାଦାନ | ଚିଙ୍ଗୁଡ଼ି |
| ପ୍ରକାର ଭେଦ | ଆଳୁ, ପିଆଜ, ବନ୍ଧାକୋବି, କଳମ ସାଗ, ପାଉଁରୁଟି, ଚିଙ୍ଗୁଡ଼ି |
ଚିଙ୍ଗୁଡ଼ି ପକୁଡ଼ି ଏକ ଆମିଷ ଖାଦ୍ୟ ଅଟେ ଏହାକୁ ଜଳଖିଆ ହିସାବରେ ଗ୍ରହଣ କରାଯାଏ । ଏହା ଭାରତରେ ପ୍ରାୟ ସମସ୍ତ ଅଞ୍ଚଳରେ ମିଳିନଥାଏ । ଚିଙ୍ଗୁଡିକୁ ଭଲ ଭାବରେ ସଫା କରିବା ପରେ ଏଥିରେ ମକା ଗୁଣ୍ଡ ମିଶାଇ ବିଭିନ୍ନ ମସଲା, କଟା ପିଆଜ, କଟା ଲଙ୍କା,ଅଦା ରସୁଣ ବଟା,ଲୁଣ, ଲେମ୍ବୁ ରସ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ । ଏହାପରେ ଚିଙ୍ଗୁଡି ଗୁଡିକୁ ଗରମ ତେଲରେ ଛଣା ଯାଇ ଗରମ ଗରମ ପରସା ଯାଏ । ଏହାକୁ ଚିଲି ସସ୍ କିମ୍ବା ଟମାଟୋ ସସ୍ ସହ ଖାଆନ୍ତି ।